ETV Bharat / state

‘ବିଜେପି କର୍ମୀଙ୍କ ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ମିଛ’ - ବିଜେପି କର୍ମୀଙ୍କ ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ

ବିଜେପି କର୍ମୀଙ୍କ ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ମିଛ ବୋଲି କହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି । ଅଧିକ ପଢନ୍ତୁ...

‘ବିଜେପି କର୍ମୀଙ୍କ ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ମିଛ’

author img

By

Published : Apr 3, 2021, 9:23 AM IST

ପୁରୀ: ବିଜେପି କର୍ମୀଙ୍କ ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ମିଛ ବୋଲି କହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି । ପିପିଲିରେ ପ୍ରଚାର ବେଳେ ଶୁକ୍ରବାର ବିଜେପି କର୍ମୀଙ୍କ ଉପରେ ବିଜେଡିକର୍ମୀଙ୍କ ଆକ୍ରମଣ ଅଭିଯୋଗ ମିଛ । ବିଜେପି ପିପିଲି ଉପ ନିର୍ବାଚନରେ ହାରିବା ସୁନିଶ୍ଚିତ ହେବା ପରେ ଏଭଳି ମିଛ ଅଭିଯୋଗ ଆଣିଛି ହୋଲି ରୁଦ୍ର କହିଛନ୍ତି ।

‘ବିଜେପି କର୍ମୀଙ୍କ ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ମିଛ’

ଏହାସହ ବାତାବରଣକୁ ଖରାପ କରି ନିର୍ବାଚନରେ ଫାଇଦା ନେବାକୁ ଚାଲ୍ କରୁଥିବା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ଗୋଟିଏ ଶୃଙ୍ଖଳିତ ଦଳ ଓ ବିଜେଡି କୌଣସି ହିଂସା କରେନାହିଁ । ତେବେ ପୋଲିସରେ ଏନେଇ ଅଭିଯୋଗ ହୋଇଛି । ଏନେଇ ପୋଲିସ ସଠିକ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ପ୍ରତିକ୍ରିୟା ରଖିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.