ETV Bharat / state

ରତ୍ନ ଭଣ୍ଡାର ଖୋଲିବା ଦାବି ପ୍ରସଙ୍ଗ, ASI ଚିଠି ତର୍ଜମା ପରେ ନିଷ୍ପତ୍ତି: ଆଇନ ମନ୍ତ୍ରୀ

author img

By

Published : Nov 6, 2022, 6:16 PM IST

ASI ଚିଠି ତର୍ଜମା ପରେ ନିଷ୍ପତ୍ତି । ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ପୁଣି ଥରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ଅଧିକ ପଢନ୍ତୁ

ରତ୍ନ ଭଣ୍ଡାର ଖୋଲିବା ଦାବି ପ୍ରସଙ୍ଗ
ରତ୍ନ ଭଣ୍ଡାର ଖୋଲିବା ଦାବି ପ୍ରସଙ୍ଗ, ASI ଚିଠି ତର୍ଜମା ପରେ ନିଷ୍ପତି: ଆଇନମନ୍ତ୍ରୀ

ପୁରୀ: ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ପୁଣି ଥରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ASI ଚିଠି ତର୍ଜମା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।

ରତ୍ନ ଭଣ୍ଡାର ଖୋଲିବା ଦାବି ପ୍ରସଙ୍ଗ

ଗତକାଲି ପୁରୀ ଗସ୍ତ ବେଳେ ମନ୍ତ୍ରୀ କହିଛନ୍ତି ଏଏସଆଇ ର ଚିଠି କୁ ତର୍ଜମା କରିବା ପରେ ସରକାର ଖୋଲିବେ ରତ୍ନ ଭଣ୍ଡାର । ଆଇନ ମନ୍ତ୍ରୀ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ଓ ସରକାରଙ୍କ ଆଇନ ଭିତରେ ସମସ୍ତ କାର୍ଯ୍ୟ ହେଉଛି । ରାଜ୍ୟ ସରକାରଙ୍କୁ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ତଥା ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ଖୋଲିବା ନେଇ ଚିଠି ଲେଖାଯାଇଥିବା ବେଳେ ଏହା ଉପରେ ସରକାର ଏବେ ତର୍ଜମା କରୁଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଯେବେ ସମୟ ନିର୍ଘଣ୍ଟ କରାଯିବ ସେବେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ଆଇନ ମନ୍ତ୍ରୀ ଆଜି ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ବେଳେ ଏହି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.