ETV Bharat / state

WORLD RADIO DAY: ଦିଆସିଲି କାଠିରେ ରେଡିଓ ତିଆରି କରି ଚର୍ଚ୍ଚାରେ ଶାଶ୍ବତ - ବିଶ୍ବ ରେଡିଓ ଦିବସ

ଆଜି ବିଶ୍ବ ରେଡିଓ ଦିବସ । ପ୍ରତିବର୍ଷ ଫେବୃୟାରୀ ୧୩କୁ ରେଡିଓ ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ଯୁବଶିଳ୍ପୀ ଶାଶ୍ବତ ରଂଜନ ସାହୁ ୧୧ ଶହ ଦିଆସିଲି କାଠିରେ ପୁରୁଣା ରେଡିଓ ମଡେଲ RF562DD ର କଳାକୃତି ତିଆରି କରିଛନ୍ତି । ଅଧିକ ପଢନ୍ତୁ

WORLD RADIO DAY : ଦିଆସିଲି କାଠିରେ ନିଆରା କଳାକୃତି

author img

By

Published : Feb 13, 2022, 3:13 PM IST

ପୁରୀ: ଆଜି ବିଶ୍ବ ରେଡିଓ ଦିବସ । ପ୍ରତିବର୍ଷ ଫେବୃୟାରୀ ୧୩କୁ ରେଡିଓ ଦିବସ ରୂପେ ପାଳନ କରାଯାଏ । ୟୁନେସ୍କୋ ପକ୍ଷରୁ ଏହି ଦିବସ ଘୋଷଣା ପରେ ସାରା ବିଶ୍ବରେ ରେଡିଓ ଦିବସ ପାଳନ କରାଯାଉଛି । ଯୋଗାଯୋଗ, ସୂଚନା ପ୍ରଦାନ କ୍ଷେତ୍ରରେ ରେଡିଓର ଉପକରିତା ଓ ଆବଶ୍ୟକତା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ରେଡିଓ ଦିବସର ମୂଳ ଲକ୍ଷ୍ୟ ।

WORLD RADIO DAY : ଦିଆସିଲି କାଠିରେ ନିଆରା କଳାକୃତି

ଏହି ଅବସରରେ ଯୁବଶିଳ୍ପୀ ଶାଶ୍ବତ ରଂଜନ ସାହୁ ୧୧ଶହ ଦିଆସିଲି କାଠିରେ ପୁରୁଣା ରେଡିଓ ମଡେଲ RF562DD ର କଳାକୃତି ତିଆରି କରିଛନ୍ତି । ଏହି ନିଆରା ରେଡ଼ିଓର ଉଚ୍ଚତା ୮ ଇଞ୍ଚ ଓ ଲମ୍ବ ୧୩ ଇଞ୍ଚ ରହିଛି । ଦିଆସିଲି କାଠିରେ ରେଡ଼ିଓ କଳାକୃତି ତିଆରି କରିବାକୁ ଶ୍ୱାସତଙ୍କୁ ତିନିଦିନ ସମୟ ଲାଗିଥିଲା ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡ଼ିଓରେ ମନ କି ବାତ କାର୍ଯ୍ୟକ୍ରମ ଏବେ ବେଶ ଲୋକପ୍ରିୟତା ହାସଲ କରିଛି। ଏଣୁ ରେଡିଓ ଓ ରେଡିଓ କାର୍ଯ୍ୟକ୍ରମକୁ ସମର୍ଥନ କରି ପୁରୀର ଶ୍ୱାସତ ରଂଜନ ସାହୁ ଏହି ନିଆରା କଳାକୃତି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.