ETV Bharat / state

ଧାରା 25 ତ୍ବରାନ୍ବିତ କରିବାକୁ ଶଙ୍କରାଚାର୍ଯ୍ୟଙ୍କ ଦାବି - expedite Article 25

ଦୀର୍ଘ 70ବର୍ଷ ପରେ ଧାରା 370କୁ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ଏହି ନିଷ୍ପତ୍ତିକୁ ସାରା ଦେଶ ସ୍ବାଗତ କରିଥିବାବେଳେ ଏବେ ଧାରା 25କୁ ତ୍ବରାନ୍ବିତ କରି ହିନ୍ଦୁଧର୍ମର ସମ୍ପ୍ରସାରଣ ଦାବି କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

ଜଗତଗୁରୁ ଶଙ୍କରାଚାର୍ଯ୍ୟ
author img

By

Published : Aug 8, 2019, 5:35 PM IST

ପୁରୀ: ଭାରତୀୟ ସମ୍ବିଧାନର ଧାରା 25କୁ ତ୍ବରାନ୍ବିତ କରିବା ନେଇ ଦାବି ରଖିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଏହି ଧାରାନୁଯାୟୀ ଶିଖ, ଜୈନ ଓ ବୁଦ୍ଧ ଧର୍ମକୁ ହିନ୍ଦୁ ଧର୍ମ ବୋଲି ପରିଭାସିତ କରାଯାଇଛି । କିନ୍ତୁ କିଛି ରାଜନୈତିକ ଦଳ ରାଜନୀତି କରି ଏହି ଧର୍ମକୁ ସଂଖ୍ୟାଲଘୁ ଘୋଷିତ କରିଦେଇଛନ୍ତି । ଯାହାକି ହିନ୍ଦୁ ଧର୍ମକୁ ଏକାଠି କରିବାରେ ସମସ୍ୟା ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ କେନ୍ଦ୍ର ସରକାର ହିନ୍ଦୁ ଧର୍ମର ସୁରକ୍ଷା ଓ ବୃହତ ସ୍ବାର୍ଥ ଦୃଷ୍ଟିରୁ ସଂଖ୍ୟାଲଘୁ ଘୋଷଣାକୁ ବାତିଲ କରି ଶିଖ, ଜୈନ ଓ ବୌଦ୍ଧ ଧର୍ମକୁ ହିନ୍ଦୁ ଧର୍ମ ବୋଲି ଘୋଷଣା କରିବାକୁ ଦାବି କରିଛନ୍ତି ଶଙ୍କରାଚାର୍ଯ୍ୟ । ଏହା ଦ୍ବାରା ସାରା ବିଶ୍ବରେ ହିନ୍ଦୁ ଧର୍ମ ସଂଖ୍ୟାଲଘୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ସମାଧାନ ହୋଇପାରିବ । ଆଉ ହିନ୍ଦୁ ଧର୍ମ ନିଜର ପୂର୍ବାବସ୍ଥା ଫେରିପାଇବ ବୋଲି କହିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଗୁରୁଜୀ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଭାରତୀୟ ସମ୍ବିଧାନ ର ଧାରା 25 କୁ କ୍ରିୟାନ୍ୱିତ କରିବା ନେଇ ଦାବି ରଖିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

Body:ଭାରତୀୟ ସମ୍ବିଧାନ ର ଧାରା 25 ରେ ଶିଖ, ଜୈନ, ବୁଧ ଧର୍ମ କୁ ହିନ୍ଦୁ ଧର୍ମ ବୋଲି ପରିଭାସିତ କରାଯାଇଛି। ତେବେ କିଛି ରାଜନୈତିକ ଦଳ ଭୋଟ ବ୍ୟାଙ୍କ ପାଳିଟିକ୍ସ କରି ଏହି ଧର୍ମ କୁ ସଂଖା ଲଘୁ ଘୋଷିତ କରାଯାଇଛି। ଯାହାକି ହିନ୍ଦୁ ଧର୍ମ କୁ ଏକାଠି କରିବା ସମସ୍ୟା ରହିଛି। ତୁରନ୍ତ କେନ୍ଦ୍ର ସରକାର ହିନ୍ଦୁ ଧର୍ମର ସୁରକ୍ଷା ଓ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସଂଖାଲଘୁ ଘୋଷଣା କୁ ବାତିଲ କରି ଶିଖ , ଜୈନ , ବୁଧ ଧର୍ମ କୁ ସମ୍ପୂର୍ଣ୍ଣ ହିନ୍ଦୁ ଧର୍ମ ବୋଲି ସମ୍ବିଧାନ25 ଧାରା କୁ ସରକାର କ୍ରିୟାନ୍ୱିତ କରିବାକୁ ପୁରୀ ଗୋବର୍ଦ୍ଧନ ପୀଠ ର ଗୁରୁଜୀ ତଥା ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳା ନନ୍ଦ ସରସ୍ବତୀ ଦାବି କରିଛନ୍ତି। ଏହା ଦ୍ୱାରା ସାରା ବିଶ୍ୱରେ ହିନ୍ଦୁ ଧର୍ମ ସଂଖାଲଘୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ସମାଧାନ ହୋଇ ପାରିବ। ଏହି ପଦକ୍ଷେପ ଦ୍ୱାରା ହିନ୍ଦୁ ଧର୍ମ ନିଜର ପୂର୍ଵ ମୂଳ ଅବସ୍ଥା କୁ ଫେରି ଆସିପାରିବ।

ବାଇଟ,, 1,, ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତି, ଶଙ୍କରାଚାର୍ଯ୍ୟ,

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.