ETV Bharat / state

ଲଘୁଚାପ ଜନିତ ଲଗାଣ ବର୍ଷା, ପୁରୀରେ ଜନଜୀବନ ଅସ୍ତବ୍ୟସ୍ତ - ଲଗାଣ ବର୍ଷା ଯୋଗୁଁ ପୁରୀ ଅସ୍ଥବ୍ୟସ୍ତ

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁରୀରେ ଜନଜୀବନ ଅସ୍ତବ୍ୟସ୍ତ । ଗତ ରାତିରୁ ଲଗାତାର ଭାବେ ବର୍ଷା ଲାଗି ରହିଥିବା ବେଳେ ତଳିଆ ଅଞ୍ଚଳ ଗୁଡିକରେ ବର୍ଷା ଜଳ ଜମି ରହିବା ଫଳରେ ସମସ୍ୟା ଦେଖାଦେଇଛି । ଅଧିକ ପଢନ୍ତୁ...

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁରୀରେ ଜନଜୀବନ ଅସ୍ଥବ୍ୟସ୍ତ

author img

By

Published : Sep 12, 2021, 5:11 PM IST

ପୁରୀ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁରୀରେ ଜନଜୀବନ ଅସ୍ତବ୍ୟସ୍ତ । ଗତ ରାତିରୁ ଲଗାତାର ଭାବେ ବର୍ଷା ଲାଗି ରହିଥିବା ବେଳେ ତଳିଆ ଅଞ୍ଚଳ ଗୁଡିକରେ ବର୍ଷା ଜଳ ଜମି ରହିବା ଫଳରେ ସମସ୍ୟା ଦେଖାଦେଇଛି । ଲଗାଣ ବର୍ଷା ଯୋଗୁଁ ଦୋକାନ ବଜାର ପ୍ରାୟତଃ ବନ୍ଦ ରହିଥିବା ବେଳେ ଗାଡି ମୋଟର ଚଳାଚଳ ଉପରେ ମଧ୍ୟ ପ୍ରଭାବ ପଡିଛି ।

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁରୀରେ ଜନଜୀବନ ଅସ୍ଥବ୍ୟସ୍ତ

ବିଶେଷତଃ ବାଲି ଉପର ବସ୍ତି, ସୁଜାତା ନଗର, ବଳିଆ ପଣ୍ଡା ବସ୍ତି, ମାଟିତୋଟା ଆଦି ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଦେଖା ଦେଇଥିବା ବେଳେ ସ୍ଥାନୀୟ ବାସିନ୍ଦା ହନ୍ତସନ୍ତ ହେଉଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ଏହି ଲଘୁଚାପ ଫଳରେ ଆଜି(ରବିବାର) ଏବଂ ଆସନ୍ତାକାଲି ବର୍ଷା ଲାଗି ରହିବାକୁ ଥିବାବେଳେ ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ରହିଛି । ସେପଟେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁଁ ପୁରୀକୁ ଭ୍ରମଣରେ ଆସିଥିବା ପର୍ଯ୍ୟଟକ ମାନେ ବେଶ ଅସୁବିଧା ସମ୍ମୁଖୀନ ହୋଇଛନ୍ତି । ତେବେ ରବିବାର ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ଥିବାରୁ ବଡ଼ଦାଣ୍ଡ ଜନଶୂନ୍ୟ ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.