ETV Bharat / state

ପୁରୀ-ହାଓ୍ୱଡା ଏକ୍ସପ୍ରେସ ଲାଇନଚ୍ୟୁତ, ମାଳତୀପାଟପୁର ଷ୍ଟେସନ ନିକଟରେ ଅଘଟଣ - ମାଳତୀପାଟପୁର ଷ୍ଟେସନ ନିକଟରେ ଅଘଟଣ

ପୁରୀ-ହାଓ୍ୱଡା ଏକ୍ସପ୍ରେସ ଲାଇନଚ୍ୟୁତ । ମାଳତୀପାଟପୁର ଷ୍ଟେସନ ନିକଟରେ ଅଘଟଣ (Puri Howrah Express derails near Malatipatapur station in Puri) । ତେବେ ଅଘଟଣ ସମୟରେ ଟ୍ରେନରେ କେହି ଯାତ୍ରୀ ନଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ପୁରୀ- ହାଓଡା ଏକ୍ସପ୍ରେସ ଲାଇନଚ୍ୟୁତ, ମାଳତୀପାଟପୁର ଷ୍ଟେସନ ନିକଟରେ ଅଘଟଣ

author img

By

Published : Oct 22, 2022, 10:07 PM IST

Updated : Oct 22, 2022, 10:33 PM IST

ପୁରୀ: ମାଳତୀପାଟପୁର ଷ୍ଟେସନ ନିକଟରେ ଅଘଟଣ । ପୁରୀ- ହାଓ୍ୱଡା ଏକ୍ସପ୍ରେସ ଲାଇନଚ୍ୟୁତ (Puri Howrah Express derails near Malatipatapur station in Puri) । ପୁରୀ ମାଳତିପାଟପୁର ଠାରେ ଏହି ଏକ୍ସପ୍ରେସର ୩ଟି ବଗି S1, S2, S3 ଲାଇନଚ୍ୟୁତ ହୋଇଛି । ତେବେ ଏହି ସମୟରେ ଟ୍ରେନରେ କେହି ଯାତ୍ରୀ ନଥିବା ଜଣାପଡ଼ିଛି । ଫଳରେ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି ।

ପୁରୀ- ହାଓଡା ଏକ୍ସପ୍ରେସ ଲାଇନଚ୍ୟୁତ, ମାଳତୀପାଟପୁର ଷ୍ଟେସନ ନିକଟରେ ଅଘଟଣ

ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ଟ୍ରେନ ୮ଟା ୧୫ ସମୟରେ ଯାତ୍ରୀଙ୍କୁ ନେଇ ପୁରୀ ଷ୍ଟେସନରୁ ହାଓ୍ୱଡା ଅଭିମୁଖେ ଯାତ୍ରା କରିବାର ସୂଚୀ ରହିଥିଲା । ମାତ୍ର ଏହାର କିଛି ମିନିଟ ପୂର୍ବରୁ ଗାଡିଟି ସର୍ଟିଙ୍ଗ ସମୟରେ ନିୟନ୍ତ୍ରଣ ହରାଇ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ତେବେ ଏହି ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିବା ହେତୁ ଏକ ବଡ ଧରଣର ଅଘଟଣ ଟଳି ଯାଇଛି । ଏନେଇ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପୁରୀକୁ ଟ୍ରେନ ଚଳାଚଳ ସ୍ବାଭାବିକ ରହିଛି ।

ଇଟିଭି ଭାରତ, ପୁରୀ

Last Updated : Oct 22, 2022, 10:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.