ETV Bharat / state

ନୃସିଂହ ଆଚାରି ମଠ ଉଛେଦ

author img

By

Published : Feb 3, 2020, 6:08 PM IST

ପୁରୀ ଶ୍ରୀମନ୍ଦିର ସୁରକ୍ଷା ଜୋନର ଖଜା ପଟି ଅଞ୍ଚଳରେ ଥିବା ନୃସିଂହ ଆଚାରି ମଠ ଉଛେଦ କରାଯାଇଛି ।

ପୁରୀର ନୃସିଂହ ଆଚାରି ମଠ ଉଛେଦ
ପୁରୀର ନୃସିଂହ ଆଚାରି ମଠ ଉଛେଦ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନର ଖଜା ପଟୀ ଅଞ୍ଚଳରେ ଚାଲିଛି ଉଛେଦ ପ୍ରକ୍ରିୟା । ଏହି କ୍ରମରେ ନୃସିଂହ ଆଚାରି ମଠ ଉଛେଦ କରାଯାଉଛି। ଏହି ମଠର ଥିବା 7 ଟି ଦୋକାନ ଗୃହ ଓ ମଠ ନିକଟରେ ଥିବା ଏକ ଘରୋଇ ପ୍ଲଟ ମଧ୍ୟ ଉଛେଦ ହେଉଛି । ପୂର୍ବ ନୋଟିସ ମୁତାବକ ସୋମବାର ଦିନ 1 ଟାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପୁରୀର ନୃସିଂହ ଆଚାରି ମଠ ଉଛେଦ

ପୁରୀ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ, ଉପଜିଲ୍ଲାପାଳ ଭବ ତାରଣ ସାହୁ ଉପସ୍ଥିତ ରହି ଉଛେଦ କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି। କାକୁଡି ଖାଇ ଛକରୁ ବାଲିସାହି ରାସ୍ତାକୁ ସିଲ କରାଯାଇଛି । ଅନ୍ୟପଟେ ଉଛେଦ ସମୟରେ କୌଣସି ଅଘଟଣ ଅଶଙ୍କା ରହିଥିବାରୁ ଅଗ୍ନିଶମ ବାହିନୀ ଉପସ୍ଥିତ ରହିଛି । ସେହିପରି ଉଛେଦ ବେଳେ ପ୍ରବଳ ଧୂଳି ଉଡିବା ଅଶଙ୍କା ଦୃଷ୍ଟିରୁ ଅଗ୍ନିଶମ ବହିନୀ ପକ୍ଷରୁ ଉଛେଦ ବେଳେ ପାଣି ସିଞ୍ଚନ କରାଯାଇ ଉଛେଦ କାର୍ଯ୍ୟ ସହଜରେ ହେବା ନେଇ ସହଯୋଗ କରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ନୃସିଂହ ଆଚାରି ମଠ ଉଛେଦBody:ଶ୍ରୀମନ୍ଦିର ସୁରକ୍ଷା ଜୋନ ର ଖଜା ପଟୀ ଅଞ୍ଚଳରେ ଆଜି ଉଛେଦ ଚାଲିଛି। ଆଜି ଏହି କ୍ରମରେ ନୃସିଂହ ଆଚାରି ମଠ ଉଛେଦ କରାଯାଉଛି। ଏହି ମଠ ର ଥିବା 7 ଟି ଦୋକାନ ଗୃହ ଓ ମଠ ନିକଟରେ ଥିବା ଏକ ଘରୋଇ ପ୍ଲ ଟ ମଧ୍ୟ ଉଛେଦ ହେଉଛି। ପୂର୍ଵ ନୋଟିସ ମୁତାବକ ଆଜି ଦିନ 1 ଟା ରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୀ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ , ଉପଜିଲ୍ଲାପାଳ ଭଵ ତାରଣ ସାହୁ ଉପସ୍ଥିତ ରହି ଉଛେଦ କାର୍ଯ୍ୟ କୁ ତ୍ୱରାନ୍ୱିତ କରୁଛ ନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି। କାକୁଡି ଖାଇ ଛକ ରୁ ବାଲି ସାହି ରାସ୍ତା କୁ ସିଲ କରାଯାଇ ଚି। ଅନ୍ୟପଟେ ଉଛେଦ ସମୟ କୌଣସି ଅଘଟଣ କୁ ଅସଙ୍କା ରହି ଥିବା ରୁ ଅଗ୍ନିଶମ ବାହିନୀ ଉପସ୍ଥିତ ରହିଛି। ସେହିପରି ଉଛେଦ ବେଳେ ପ୍ରବଳ ଧୂଳି ଉଡିବା ଅସଙ୍କା ଦୃଷ୍ଟି ରୁ ଅଗ୍ନିଶମ ବହିନୀ ପକ୍ଷରୁ ଉଛେଦ ବେଳେ ପାଣି ସିଞ୍ଚନ କରାଯାଇ ଉଛେଦ କାର୍ଯ୍ୟ ସହଜରେ ହେବା ନେଇ ସହଯୋଗ କରୁଛନ୍ତି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ଯାଇଛିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.