ETV Bharat / state

ଏମାର ମଠ ଉଚ୍ଛେଦ: ସ୍ନେକ ହେଲ୍ପଲାଇନ ସଦସ୍ୟ ନିୟୋଜିତ - ଏମାର ମଠ

ଚାଲିଛି ଏମାର ମଠ ଉଚ୍ଛେଦ ପ୍ରକ୍ରିୟା । 30 ପ୍ଲାଟୁନ ପୋଲିସ ଫୋର୍ସ, 10ରୁ ଉଦ୍ଧ୍ବ ବୁଲଡୋଜର ଓ ପରିତ୍ୟକ୍ତ ଗୃହରେ ସାପ ଥିବା ଆଶଙ୍କାରେ ସ୍ନେକ ହେଲ୍ପଲାଇନ ସଦସ୍ୟ ନିୟୋଜିତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 29, 2019, 9:11 AM IST

ପୁରୀ: ଐତିହାସିକ ଏମାର ମଠର ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ଛାତ ଭଙ୍ଗାଯାଉଥିବା ବେଳେ ଆଉ କିଛି ସମୟ ପରେ ଜେସିବି ମେସିନ ବ୍ୟବହାର ହୋଇ ଗୃହ ଭଙ୍ଗାଯିବ। ଏମାର ମଠ ପଛରେ ଥିବା ପରିତ୍ୟକ୍ତ ଗୃହକୁ ମଧ୍ୟ ଭଙ୍ଗାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅନ୍ୟପଟେ ଏମାର ମଠର ପରିତ୍ୟକ୍ତ ଗୃହରେ ଅନେକ ସାପ ଥିବା ଅନୁମାନ କରାଯାଉଛି। ତେଣୁ କାମ ବେଳେ କୌଣସି ଅଘଟଣ ହେବା ସମ୍ଭାବନାକୁ ଦେଖି ସ୍ନେକ ହେଲ୍ପଲାଇନକୁ ଡକାଯାଇଛି। ଶୁଭେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ ସ୍ନେକ ହେଲ୍ପଲାଇନ ସଦସ୍ୟ ଉପସ୍ଥିତ ଅଛନ୍ତି । ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ପାଇଁ 30 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସ୍ନେକ ହେଲ୍ପ ଲାଇନ

Body:ପୁରୀ ର ଐତିହାସିକ ଏମାର ମଠର ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଡ୍ରିଲ ମେସିନ ରେ ଛାତ କଣା ଯାଇ ଭଙ୍ଗା ଯାଉଛି। ଆଉ କିଛି ସମୟ ପରେ jcb ମେସିନ ବ୍ୟବହାର ହୋଇ ଗୃହ ଭଙ୍ଗାଯିବ। ଏମାର ମଠ ପଛରେ ଥିବା ପରିତ୍ୟକ୍ତ ଗୃହ କୁ ଭଙ୍ଗାଯାଇଛି।ଅନ୍ୟପଟେ ଏମାର ମଠ ପରିତ୍ୟକ୍ତ ଘର ଥିବାରୁ ଅନେକ ସାପ ଥିବା ଅନୁମାନ କରାଯାଉଛି। ଏଣୁ କାମ ବେଳେ କୌଣସି ଅଘଟଣ କୁ ଦେଖି ସ୍ନେକ ହେଲା ଲାଇନ କୁ ଡକାଯାଇଛି। ଶୁଭେନ୍ଦୁ ମହାନ୍ତି ଙ୍କ ନେତୃତ୍ୱରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଉପସ୍ଥିତ ଅଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରଯାଇଛି।

ବାଇଟ1,, ଶୁଭେନ୍ଦୁ ମହାନ୍ତି ,, ସ୍ନେକ ହେଲ୍ପ ଲାଇନ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.