ETV Bharat / state

ଐତିହାସିକ ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ - ଶ୍ରୀମନ୍ଦିର

ଆରମ୍ଭ ହେଲା ପୁରୀର ଐତିହାସିକ ଏମାର ମଠର ଉଚ୍ଛେଦ ପ୍ରକ୍ରିୟା । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ 30 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 29, 2019, 10:10 AM IST

Updated : Sep 10, 2019, 11:21 AM IST

ପୁରୀ: ଆରମ୍ଭ ହେଲା ପୁରୀର ଐତିହାସିକ ଏମାର ମଠର ଉଚ୍ଛେଦ ପ୍ରକ୍ରିୟା । ଲାଇବ୍ରେରିର ଉପର ମହଲାରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ 30 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସେହପରି 10 ମାଜିଷ୍ଟ୍ରେଟ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଏହାସହ ସ୍ନେକ ହେଲ୍ପଲାଇନର 3 ଜଣ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଅଛନ୍ତି । ପୁରୀରୁ ବିଶ୍ବ ଐତିହ୍ୟ ସ୍ଥଳୀ କରିବା ପାଇଁ ଶ୍ରୀମନ୍ଦିର ଚାରିପାଖରୁ 75 ମିଟର ପର୍ଯ୍ୟନ୍ତ ଜାରି ରହିଛି ଉଚ୍ଛେଦ । ଏହାପୂର୍ବରୁ ମାଟିରେ ମିଶିଛି ଲଙ୍ଗୁଳି ମଠ । ଏମାର ମଠ ସର୍ବପୁରାତନ ମଠ ଅଟେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

hgfh

Conclusion:
Last Updated : Sep 10, 2019, 11:21 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.