ETV Bharat / state

ଆର୍ଥିକ ମାନ୍ଦା ସ୍ଥିତି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର - puri congress protest against central govt

ଦେଶରେ ବଢ଼ିବାରେ ଲାଗିଛି ଆର୍ଥିକ ମାନ୍ଦାବସ୍ଥା ଓ ଦରଦାମ ମଧ୍ୟ ହୁ ହୁ ହୋଇ ବଢିଚାଲିଛି । ଏହାର ପ୍ରତିବାଦରେ ପୁରୀ ଜିଲା କଂଗ୍ରେସ ପକ୍ଷରୁ ମଧ୍ୟ ଜିଲାପାଳଙ୍କୁ ଭେଟି ରାଷ୍ଟ୍ରପତୀଙ୍କ ଉଦ୍ଦେଶ୍ୟରେ ଉପରୋକ୍ତ ସମସ୍ୟାର ସମାଧାନ ନେଇ ଦାବିପତ୍ର ଦେଇଛନ୍ତି।

ଆର୍ଥିକ ମାନ୍ଦା ସ୍ଥିତି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର
author img

By

Published : Nov 23, 2019, 6:24 AM IST

ପୁରୀ: ଦେଶରେ ବଢ଼ିବାରେ ଲାଗିଛି ଆର୍ଥିକ ମାନ୍ଦାବସ୍ଥା । ସେହିପରି ଦରଦାମ ମଧ୍ୟ ହୁ ହୁ ହୋଇ ବଢିଚାଲିଛି। ନିଯୁକ୍ତି ଅଭାବରୁ ବେକାରୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସ ବିକ୍ଷୋଭ କରିଥିବା ବେଳେ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପରୋକ୍ତ ସମସ୍ୟାର ସମାଧାନ ନେଇ ଦାବିପତ୍ର ଦେଇଛନ୍ତି।

ଆର୍ଥିକ ମାନ୍ଦା ସ୍ଥିତି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର

କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ଯେଭଳି ଜନ ସାଧାରଣଙ୍କ ପ୍ରମୁଖ ସମସ୍ୟା ଦର ଦାମ ବୃଦ୍ଧି ନିୟନ୍ତ୍ରଣରେ ବିଫଳତା ଓ ବେକାରୀଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି ସେ ନେଇ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି । ଜନ ସାଧାରଣଙ୍କ ପ୍ରମୁଖ ସମସ୍ୟା ଗୁଡିକ ସରକାର ସମାଧାନ ନ କଲେ ଆଗାମୀ ଦିନରେ କଂଗ୍ରେସ ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କଂଗ୍ରେସ ର ବିକ୍ଷୋଭBody:ଦେଶରେ ଆର୍ଥିକ ମାନ୍ଦା ବସ୍ଥା ବଢ଼ିବାରେ ଲାଗିଛି। ସେହିପରି ଦରଦାମ ହୁ ହୁ ହୋଇ ବଢି ଚାଲିଛି। ସେହିପରି ନିଯୁକ୍ତି ଅଭାବ ରୁ ବେକାରୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାର ପ୍ରତିବାଦ ରେ ସାରା ରାଜ୍ୟରେ କଂଗ୍ରେସ ବିକ୍ଷୋଭ କରିଥିବା ବେଳେ ପୁରୀ ଜିଲା କଂଗ୍ରେସ ପକ୍ଷରୁ ମଧ୍ୟ ଜିଲାପାଳ ଙ୍କୁ ଭେଟି ରାଷ୍ଟ୍ରପତି ଙ୍କ ଉଦେଶ୍ୟ ଉପରୋକ୍ତ ଦାବି ର ସମାଧାନ ନେଇ ଦାବି ପତ୍ର ଦେଇ ଛନ୍ତି। କେନ୍ଦ୍ର ରେ ବିଜେପି ସରକାର ଓ ରାଜ୍ୟ ରେ ବିଜେଡି ସରକାର ଯେଭଳି ଜନ ସାଧାରଣ ଙ୍କ ପ୍ରମୁଖ ସମସ୍ୟା ଦର ଦାମ ବୃଧି ନିୟନ୍ତ୍ରଣ ରେ ବିଫଳତା ଓ ବେକାର ଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇ ଛନ୍ତି ସେ ନେଇ କଂଗ୍ରସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ କଡା ସମାଲୋଚନା କରିଛି। ଜନ ସାଧାରଣ ଙ୍କୁ ପ୍ରମୁଖ ସମସ୍ୟା ଗୁଡିକୁ ସରକାର ସମାଧାନ ନ କଲେ ଆଗାମୀ ଦିନରେ କଂଗ୍ରେସ ଜୋର ଦାର ଆନ୍ଦୋଳନ କୁ ଓଲ୍ହାଇ ବାକୁ ଚେତାବନୀ ଦେଇଛି।

ବାଇଟ,, ବିନାୟକ ଦାସ ମହାପାତ୍ର,, କଂଗ୍ରେସ ନେତା ,, ପୁରୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.