ETV Bharat / state

ଶ୍ରୀମନ୍ଦିର ଖୋଲିବାକୁ ସମର୍ଥନ କଲେ ପୁରୀ ଓ ବ୍ରହ୍ମଗିରି ବିଧାୟକ - jagannath temple

ଅନେକ ଦିନ ଧରି ବନ୍ଦ ରହିଥିବା ପୁରୀ ଶ୍ରୀମନ୍ଦିରଙ୍କୁ ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି କରିଛନ୍ତି ପୁରୀ ଓ ବ୍ରହ୍ମଗିରି ବିଧାୟକ। ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ଖୋଲିବା ନେଇ ମତ ପ୍ରକାଶ କଲେ ପୁରୀ ଓ ବ୍ରହ୍ମଗିରି ବିଧାୟକ

author img

By

Published : Oct 14, 2020, 4:31 PM IST

ପୁରୀ: କୋରୋନା ମହାମାରୀ କାରଣରୁ ଜାରି ହୋଇଥିବା ଲକଡାଉନ ସମୟରୁ ଦୀର୍ଘ ଦିନ ହେବ ଭକ୍ତଙ୍କ ପାଇଁ ବନ୍ଦ ରହିଛି ବଡଦେଉଳ। ବର୍ତ୍ତମାନ ଚାରିଆଡେ କଟକଣା କୋହଳ କରାଯାଇ ଥିବାବେଳେ ଏପରି ସ୍ଥିତିରେ ଶ୍ରୀମନ୍ଦିର ଖୋଲିବା ନେଇ ମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ସେବାୟତ ନିଯୋଗଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିଛନ୍ତି ।

ଶ୍ରୀମନ୍ଦିର ଖୋଲିବା ନେଇ ମତ ପ୍ରକାଶ କଲେ ପୁରୀ ଓ ବ୍ରହ୍ମଗିରି ବିଧାୟକ

ଅନ୍ୟପଟେ ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ମତ ଦେଇଛନ୍ତି ପୁରୀ ଓ ବ୍ରହ୍ମଗିରି ବିଧାୟକ। ସେବାୟତଙ୍କ ଆର୍ଥିକ ଦୃଷ୍ଟି କୋଣରୁ ଓ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି କୋଭିଡ କଟକଣା ମଧ୍ୟରେ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ଯିବା ପାଇଁ ଅନୁମତି ଦେବାକୁ ଦୁଇ ବିଧାୟକ ଦାବି କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.