ETV Bharat / state

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ଵୃଦ୍ଧି ନେଇ ବିକ୍ଷୋଭ - protest

ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ନେଇ କିଷାନ ସଂଯୁକ୍ତ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମିତି ପକ୍ଷରୁ ବିକ୍ଷୋଭ ପ୍ରର୍ଦଶନ ହୋଇଛି । ଅଧିକ ପଢନ୍ତୁ...

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ଵୃଦ୍ଧି ନେଇ ବିକ୍ଷୋଭ

author img

By

Published : Mar 16, 2021, 10:52 AM IST

ପୁରୀ: ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ଵୃଦ୍ଧି ଲୋକଙ୍କ ଚିନ୍ତା ବଢାଇଛି । ଏପରି ଦର ବୃଦ୍ଧିକୁ ବିରୋଧ କରି କିଷାନ ସଂଯୁକ୍ତ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମିତି ତରଫରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି ।

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ଵୃଦ୍ଧି ନେଇ ବିକ୍ଷୋଭ

2014ମସିହାରେ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ଯେତିକି ଦାନ ଥିଲା ବର୍ତ୍ତମାନ ତାହା ବଢିଛି । 62ଟଙ୍କା ପେଟ୍ରୋଲ ବର୍ତ୍ତମାନ 90 ଟଙ୍କାରେ ବିକ୍ରି ହେଉଛି । 400ଟଙ୍କାର ରନ୍ଧନ ଗ୍ୟାସ 800 ଟଙ୍କାରେ ବିକ୍ରି ହେଉଛି । ଏମିତି କଣ ପାଇଁ ହେଉଛି ଏଥିରେ କଣ ପାଇଁ ଜିଏସଟି ଲାଗୁ ହୋଉନାହିଁ ବୋଲି ପ୍ରଶ୍ନ କରି ବର୍ଷିଛି କିଷାନ ସଂଯୁକ୍ତ ମୋର୍ଚ୍ଚା ।

ଆନ୍ତର୍ଜାତୀୟ ବଜାରରେ ତୈଳଦର କମ ରହିଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟ୍ୟାକ୍ସ ଓ ଭ୍ୟାଟ ବାବଦ ଅର୍ଥ ନେଉଥିବାରୁ ତୈଳଦର ବୃଦ୍ଧି ପାଇଛି।ଫଳରେ ସାଧାରଣ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି।

ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ କମାଇବା ସହ ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ ଦର କମାଇ ବାକୁ ସଂଗଠନ ଦାବି କରିଛି। ଏ ନେଇ କିଷାନ ସଂଯୁକ୍ତ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମିତି ତରଫରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରର୍ଦଶନ କରିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.