ETV Bharat / state

ବିଜେପି କର୍ମୀଙ୍କୁ ହତ୍ୟା ପ୍ରତିବାଦରେ ବିକ୍ଷୋଭ - ବିଜେପି କର୍ମୀଙ୍କୁ ହତ୍ୟା ପ୍ରତିବାଦରେ ବିକ୍ଷୋଭ

କଟକ ମାହାଙ୍ଗାରେ ବିଜେପିର ଦୁଇ ଜଣ ନେତାଙ୍କୁ ଶାସକ ଦଳର କର୍ମୀ ହତ୍ୟା କରିବା ପ୍ରତିବାଦରେ ପୁରୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଇଛି । ପୁରୀ ଟାଉନଥାନା ଆଗରେ ଏହି ବିକ୍ଷୋଭ କରାଯାଇଥିଲା । ଅଧିକ ପଢନ୍ତୁ...

Protest over mahanga double murder case
ବିଜେପି କର୍ମୀଙ୍କୁ ହତ୍ୟା ପ୍ରତିବାଦରେ ବିକ୍ଷୋଭ
author img

By

Published : Jan 5, 2021, 10:40 PM IST

ପୁରୀ: କଟକ ମାହାଙ୍ଗାରେ ବିଜେପିର ଦୁଇ ଜଣ ନେତାଙ୍କୁ ଶାସକ ଦଳର କର୍ମୀ ହତ୍ୟା କରିବା ପ୍ରତିବାଦରେ ପୁରୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଇଛି । ପୁରୀ ଟାଉନଥାନା ଆଗରେ ଏହି ବିକ୍ଷୋଭ କରାଯାଇ ଥିଲା ।

ବିଜେପି କର୍ମୀଙ୍କୁ ହତ୍ୟା ପ୍ରତିବାଦରେ ବିକ୍ଷୋଭ

ଦଳ ଅଭିଯୋଗ କରିଛି ଯେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କର୍ମୀ ଏହି ହତ୍ୟାକାଣ୍ଡ କରିଛନ୍ତି । ଯେତେବେଳେ ସମ୍ବିଧାନରେ ଅହିଂସା ଶବ୍ଦକୁ ସ୍ଥାନ ଦେବା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଉଛନ୍ତି ସେତେବେଳେ ତାଙ୍କର ମନ୍ତ୍ରୀ ଓ ଦଳୀୟ କର୍ମୀ ବିରୋଧୀ ରାଜନୈତିକ ଦଳର କର୍ମୀଙ୍କୁ ହତ୍ୟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ଏଠି ମୁଖ୍ୟମନ୍ତ୍ରୀ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ବିଜେପି ଅଭିଯୋଗ କରିଛି ।

ତୁରନ୍ତ ଅଭିଯୁକ୍ତଙ୍କୁ କଠୋର ଶାସ୍ତି ସମେତ ଏହି ଘଟଣାରେ ସମ୍ପୂର୍କ୍ତି ଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନା ତୁରନ୍ତ ଇସ୍ତଫା ଦେବାକୁ ପୁରୀ ବିଜେପି ଯୁବ ମୋର୍ଚ୍ଚା ଦାବି କରିଛି ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.