ETV Bharat / state

ବିନା ନୋଟିସରେ ମାପଚୁପକୁ ନେଇ ବିରୋଧ

ଶ୍ରୀମନ୍ଦିର ଚହୁଦିରୁ ମଠ, ଘର ଉଚ୍ଛେଦ ହେବା ସହ ଏବେ 75 ମିଟର ଯାଏଁ ଉଚ୍ଛେଦ ନେଇ ଚାଲିଛି ମାପଚୁପ । ତେବେ ବିନା ନୋଟିସରେ ମାପଚୁପ କରାଯାଉଥିବାରୁ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ।

author img

By

Published : Sep 19, 2019, 3:03 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରୀର 75 ମିଟର ଉଚ୍ଛେଦ ନେଇ ଚାଲିଛି ମାପଚୁପ । ତେବେ ମାପଚୁପ ପ୍ରକ୍ରିୟାକୁ ନେଇ ଆଜି ପଶ୍ଚିମ ଦ୍ବାର ବସେଲି ସାହି, ମଣିକର୍ଣ୍ଣକା ସାହିରେ କିଛି ସମୟ ଧରି ଉତ୍ତେଜନା ସୃଷ୍ଟି ହୋଇଥିଲା।

ବିଶେଷ କରି ବିନା ନୋଟିସରେ ଘରେ ପଶି ମାପ ଚୁପକୁ ବିରୋଧ କରିଥିଲେ ଲୋକେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ବିସ୍ଥାପିତଙ୍କ ସହ ପ୍ରଥମେ ଆଲୋଚନା ପରେ ଉଚ୍ଛେଦ କାମ ଆରମ୍ଭ ହେବ । ତେବେ ବିନା ନୋଟିସରେ ଘରେ ପଶି ମାପଚୁପକୁ ବିରୋଧ କରିଥିଲେ ଲୋକେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ଏହାକୁ ନେଇ ଉତ୍ତେଜନା ବଢିବା ଯୋଗୁଁ ପୁରୀ ଏଡିଏମ ଵିନୟ କୁମାର ଦାସ ଘଟଣାସ୍ଥଳକୁ ଯାଇ ଆଲୋଚନା କରିଥିଲେ । ଆଲୋଚନା ପରେ ମାପଚୁପ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମାପ ଚୁପ କୁ ନେଇ ବିରୋଧBody:ଶ୍ରୀମନ୍ଦିର ମେଘନାଦ ପାଚେରୀ ର 75 ମିଟର ଉଛେଦ ନେଇ ଚାଲିଛି ମାପ ଜୁପ । ତେବେ ମାପ ଜୁପ ପ୍ରକ୍ରିୟା କୁ ନେଇ ଆଜି ପଶ୍ଚିମ ଦ୍ୱାର ବସେଲି ସାହି, ମଣିକରନିକା ସାହି ରେ କିଚି ସମୟ ଉତେଜନା ସୃଷ୍ଟି ହୋଇଥିଲା। ବିଶେଷ କରି ବିନା ନୋଟିସ ଘରେ ପଶି ମାପ ଜୁପ କୁ ବିରୋଧ କରିଥିଲେ ଲୋକେ। ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ରହିଛି ବିସ୍ଥାପିତ ସହ ପ୍ରଥମେ ଆଲୋଚନା ପରେ ଉଛେଦ ଆରମ୍ଭ ହେବ। ତେବେ ବିନା ନୋଟିସ ଘରେ ପସି ମାପ ଜୁପ କୁ ବିରୋଧ କରିଥିଲେ ଲୋକେ। ଏହାକୁ ନେଇ ଉତେଜନା ବଢିବା ଯୋଗୁ ପୁରୀ adm ଵିନୟ କୁମାର ଦାସ ଯାଇ ଆଲୋଚନା କରିଥିଲେ। ତେବେ ଆଲୋଚନା ପରେ ମାପ ଜୁପ ଆରମ୍ଭ ହେବ ବୋଲି ନିସ୍ପତି ହୋଇଛି। Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.