ETV Bharat / state

ସନ୍ଦେହରେ ପାଇକ ବିଦ୍ରୋହ ଆରମ୍ଭ ତାରିଖ, ପ୍ରତିବାଦ ଉଠାଇଲା ଜୟୀ ରାଜଗୁରୁ ସ୍ମୃତି ପରିଷଦ

1817 ମସିହାରେ ପାଇକ ବିଦ୍ରୋହ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ତରଫରୁ ତଥ୍ୟ ରହିଛି। ଏହାକୁ ନେଇ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ତେବେ 1817 ମସିହା ପରିବର୍ତ୍ତେ 1804 ମସିହାରେ ପାଇକ ବିଦ୍ରୋହ ପ୍ରଥମେ ଆରମ୍ଭ ହୋଇଥିବା ଦାବି କରିଛି ପୁରୀ ବୀର ହରେକୃଷ୍ଣପୁରର ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ପୁରୀ
author img

By

Published : Mar 6, 2019, 4:11 AM IST

ପୁରୀ: 1817 ମସିହାରେ ପାଇକ ବିଦ୍ରୋହ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ତରଫରୁ ତଥ୍ୟ ରହିଛି। ଏହାକୁ ନେଇ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ତେବେ 1817 ମସିହା ପରିବର୍ତ୍ତେ 1804 ମସିହାରେ ପାଇକ ବିଦ୍ରୋହ ପ୍ରଥମେ ଆରମ୍ଭ ହୋଇଥିବା ଦାବି କରିଛି ପୁରୀ ବୀର ହରେକୃଷ୍ଣପୁରର ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ।

ଭିଡିଓ ସୌଜନ୍ୟ; ସମ୍ବାଦଦାତା, ପୁରୀ

ତୁରନ୍ତ ରାଜ୍ୟ ସରକାର ଏହାକୁ ଅନୁମୋଦନ ଦେବା ସହ ବିଭିନ୍ନ ପାଠ୍ୟ ପୁସ୍ତକରେ ଉଲ୍ଲେଖ କରାଯିବାକୁ ପରିଷଦ ଦାବି କରିଛି। ସ୍ମୃତି ପରିଷଦ ପକ୍ଷରୁ ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରାଯାଇଛି। ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦର ସୂଚନା ଅନୁସାରେ 1804 ମସିହା ମାର୍ଚ୍ଚ11 ତାରିଖରେ ଗଜପତି ମହାରାଜଙ୍କ ନିର୍ଦ୍ଦେଶରେ ଶହୀଦ ଜୟୀ ରାଜଗୁରୁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

undefined

ଶ୍ରୀ ଜଗନ୍ନାଥଙ୍କ 4ଟି ଅମୃତ ମୋହଣୀ ପ୍ରଗଣାକୁ ବ୍ରିଟିଶ ସରକାର ବିରୋଧରେ ଯୁଦ୍ଧ କରି ଛଡାଇ ଆଣିଥିଲେ। ଏହି ତଥ୍ୟ ବିଭିନ୍ନ ଗବେଷକ ନିଜ ଗ୍ରନ୍ଥମାନଙ୍କରେ ଉଲ୍ଲେଖ କରିଛନ୍ତି। ଏଣୁ 1817 ପରିବର୍ତ୍ତେ 1804 ମସିହାକୁ ପାଇକ ବିଦ୍ରୋହ ର ପ୍ରଥମ ଅୟମାରମ୍ଭ ହୋଇଥିବା ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖାଯିବ। ଏହାସହ ଏହି ଦାବି ତଥା ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା 11 ତାରିଖରେ ପୁରୀ ଶରଧା ବାଲିରେ ଏକ ସଭା ଅନୁଷ୍ଠିତ ହେବ। ଏ ନେଇ ଏକ ଶୋଭାଯାତ୍ରା ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରୁ ଗୁଣ୍ଡିଚା ମନ୍ଦିର ଯାଏଁ ଆୟୋଜନ ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.