ETV Bharat / state

ଧାରୁଆ ଅସ୍ତ୍ରରେ ଯୁବକକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଅଜଣା ଯୁବକଙ୍କୁ ହତ୍ୟା । ରାସ୍ତାରୁ ଉଦ୍ଧାର ହେଲା ମୃତଦେହ । ତଦନ୍ତ ଆରମ୍ଭ କଲା ପୋଲିସ ।

ଧାରୁଆ ଅସ୍ତ୍ରରେ ଯୁବକକୁ ହତ୍ୟା, ପୋଲିସର ତଦନ୍ତ ଜାରି
ଧାରୁଆ ଅସ୍ତ୍ରରେ ଯୁବକକୁ ହତ୍ୟା, ପୋଲିସର ତଦନ୍ତ ଜାରି
author img

By

Published : Apr 24, 2021, 10:19 AM IST

ପୁରୀ: ଜିଲ୍ଲାରେ ଅଭାବନୀୟ ଘଟଣା । ବଳିଆପଣ୍ଡାଥାନା ଅନ୍ତର୍ଗତ ମାତାମଠଲେନ ରାସ୍ତାରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ଦୁଇଟି କ୍ୟାବିନ ମଝିରେ ଏହି ମୃତଦେହକୁ ବଳିଆପଣ୍ଡାଥାନା ପୋଲିସ ଉଦ୍ଧାର କରି ପୁରୀ ଡାକ୍ତରଖାନାକୁ ଆଣିଥିଲା।

ଧାରୁଆ ଅସ୍ତ୍ରରେ ଯୁବକକୁ ହତ୍ୟା, ପୋଲିସର ତଦନ୍ତ ଜାରି
ଧାରୁଆ ଅସ୍ତ୍ରରେ ଯୁବକକୁ ହତ୍ୟା, ପୋଲିସର ତଦନ୍ତ ଜାରି

ମୃତ ଯୁବକର ପରିଚୟ ଏଯାବତ ମିଳିନଥିବା ବେଳେ କେହି ତାଙ୍କ ଛାତିକୁ ମାରଣାସ୍ତ୍ର ଦ୍ବାରା ଆଘାତ କରିଛି ଫଳରେ ତାଙ୍କ ମୃତ୍ୟୁ ଘଟିଛି। କିଏ ଏହି ଯୁବକ ଏବଂ ତାକୁ କାହିଁକି ହତ୍ୟା କରି କ୍ୟାବିନ ମଝିରେ ପକାଇଥିଲା ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

ରକ୍ତାକ୍ତ ଅବସ୍ଥାରେ ଯୁବକ ପଡିଥିବା ଦେଖି ପୋଲିସ ଉଦ୍ଧାର କରି ପୁରୀ ବଡ ଡାକ୍ତରଖାନାକୁ ଆଣିଥିବାବେଳେ ଡାକ୍ତର ତାକୁ ମୃତଘୋଷଣା କରିଥିଲେ । ଅତ୍ୟଧିକ ରକ୍ତଶ୍ରାବ ଯୋଗୁଁ ଏବଂ ମାରଣାସ୍ତ୍ରର ଆଘାତ ଯୁବଙ୍କ ମୃତ୍ୟୁ ବରଣ କରିଛନ୍ତି ବୋଲି ଏନେଇ ସୂଚନା ଦେଇଛି ପୋଲିସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.