ETV Bharat / state

ପୁଣି ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡି ଜଣେ ଆହତ - ଶ୍ରୀମନ୍ଦିରରେ ଗରମ ଡାଲି ପଡ଼ି ବୋଝିଆ ଆହତ

ଶ୍ରୀମନ୍ଦିରରେ ପୁଣି ଅଘଟଣ । ଗରମ ଡାଲି ପଡ଼ି ବୋଝିଆ ଆହତ । ଆହତ ବୋଝିଆଙ୍କ ଘର ପୁରୀ ମିଶ୍ର ସାହିର ହୋଇଥିବା ବେଳେ ତାଙ୍କ ନାଁ ବିଶ୍ଵନାଥ ବେହେରା । ଅଧିକ ପଢନ୍ତୁ

ପୁଣି ଶ୍ରୀମନ୍ଦିରରେ ଅଘଟଣ
ପୁଣି ଶ୍ରୀମନ୍ଦିରରେ ଅଘଟଣ
author img

By

Published : May 4, 2022, 5:43 PM IST

ପୁରୀ: ଶ୍ରୀମନ୍ଦିରରେ ପୁଣି ଅଘଟଣ । ଗରମ ଡାଲି ପଡ଼ି ବୋଝିଆ ଆହତ । ଆହତ ବୋଝିଆଙ୍କ ଘର ପୁରୀ ମିଶ୍ର ସାହିର ହୋଇଥିବା ବେଳେ ତାଙ୍କ ନାଁ ବିଶ୍ଵନାଥ ବେହେରା ।

ପୁଣି ଶ୍ରୀମନ୍ଦିରରେ ଅଘଟଣ

ସୂଚନା ଅନୁସାରେ, ଭୋଗମଣ୍ଡପ ଦ୍ଵାର ମୁହଁରେ ମହାପ୍ରସାଦ ନେବା ବେଳେ ଗରମ ଡାଲି ଶରୀରରେ ପଡି ଯିବାରୁ ସେ ଆହତ ହୋଇଛନ୍ତି । ତେବେ ତାଙ୍କ ଆହତ ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.