ETV Bharat / state

ନିମାପଡାରେ ପ୍ରଶାସନ ବାଣ୍ଟିଲା ପାଲ, ରିଲିଫ୍‌କୁ ଅପେକ୍ଷା

ନିମାପଡା ବ୍ଲକରେ ପାଲ ବଣ୍ଟନ ଆରମ୍ଭ ହୋଇଛି । ଏହା ସହ ଖୁବଶିଘ୍ର ରିଲଫ୍‌ ଦିଆଯିବ ବୋଲି ଜଣାପଡିଛି ।

author img

By

Published : May 6, 2019, 10:12 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିମାପଡା: ବାତ୍ୟା ‘ଫନି’ ପରେ ପୁରୀ ଜିଲ୍ଲାର ନିମାପଡା ବ୍ଲକର ସ୍ଥିତି ସଙ୍ଗୀନ । ଘର ଦ୍ବାର ଭାଙ୍ଗି ଯାଇଥିବାବେଳେ ଗଛ ପଡି ଅନେକ କ୍ଷୟକ୍ଷତି ହୋଇଛି । ତେବେ ଏସବୁ ସୁଧାରିବା ପାଇଁ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଉଛି । ବ୍ଲକରେ ପାଲ ବଣ୍ଟନ ଆରମ୍ଭ ହୋଇଛି । ଏହା ସହ ଖୁବଶିଘ୍ର ରିଲଫ୍‌ ଦିଆଯିବ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଗ୍ରାମାଞ୍ଚଳରେ ବିଶେଷ କ୍ଷୟକ୍ଷତି ହୋଇଥିବା ବେଳେ ନିମାପଡା ବଜାର ବା ସହର ଉପରେ ପାଲ ବଣ୍ଟନ ନିମାପଡା ବ୍ଲକ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତହସିଲ କାର୍ଯ୍ୟାଳୟରେ ପାଲ ବଣ୍ଟା ଯାଉଥିବାବେଳେ ରିଲଫ୍‌ ତହସିଲରେ ପହଞ୍ଚିଛି ଓ ଖୁବଶିଘ୍ର ବଣ୍ଟନ କରାଯିବ ବୋଲି ଅତିରିକ୍ତ ତହସିଲଦାର କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ନିମାପଡାରେ ଆରମ୍ଭବହେଲା ପାଲ ବଣ୍ଟନ,
ଖୁବ ଶିଘ୍ର ଦିଆଯିବ ରିଲଫ
ପୁରି ଜିଲ୍ଲାର ବିଶେଷ ଖୟଖତି ହୋଇଥିବା ନିମାପଡା ବ୍ଲକର ସ୍ଥିତି ସଙ୍ଗିନ। ସବୁଠୁ ଅଧିକ ଖୟଖତି ହୋଇଥିବାବଜଣା ପଡିଛି। ଘର ଦ୍ବାର ଭାଙ୍ଗି ଯାଇଥିବା ବେଳେ ଗଛ ପତ୍ର ପଡି ନଷ୍ଟ ହୌଇଛି। ବ୍ଯବସାୟିକ ଅନୁଷ୍ଟାନ,ବିଦ୍ଯାଳୟ,ଚାଷି ସମସ୍ତେ ଫନିର ପ୍ରଭାବରେ ପ୍ରଭାବିତ ହୋଇଛନ୍ତି। ତେବେ ଏସବୁ ଭିତରେ ନିମାପଡା ବ୍ଲକେରେ ଜରି ପାଲ ବଣ୍ଟନ କରାଯାଇଛି। ତେବେ ସବୁଠୁ ଅଜବ ନିତି ଦେଖୁବାକୁ ମିଳିଛି ଗ୍ରାମାଂଚଳରେ ବିଶେଷ କ୍ଷୟଖତି ହୋଇଥିବା ବେଳେ ନିମାପଡା ବଜାର ବା ସହର ଉପରେ ପାଲ ବଣ୍ଟନ ନିମାପଡା ବ୍ଲକ ପ୍ରଶାସନର କାର୍ଯ ଦକ୍ଷତା ନେଇ ପ୍ରଶ୍ନ ଉଠିଛି। ତହସିଲ କାର୍ଯାଳୟରେ ପାଲ ବଣ୍ଟାଯାଉଥିବା ବେଳେ ରିଲଫ ତହସିଲରେ ପହଂଚିଛି ଖୁବଶିଘ୍ର ବଣ୍ଟନ କରାଯିବ ବୋଲି ଉପ ତହସିଲଦାର କହିଛନ୍ତି। ତେବେ ଏଯାଏ. ନିମାପଡାର ୩୨ ପଂଚାୟତରେ କୌଣସି ରିଲଫ ପହଂଚି ପାରିନି । ପାଖାପାଖି ବ୍ଲକର ୧୦5 ଟି ଗାଁ ରିଲଫ ଅପେଗ୍ଷାର ଥିବା ବେଳେ ଲୋକଂକ ସ୍ଥିତି ଏବେ ଜଟିଳ ହୋଇଛି।
ବାଇଟ-ଉପତହସିଲଦାର,
ବାଇଟ-ସ୍ଥାନିୟ ଲୋକ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.