ETV Bharat / state

ଗର୍ଭଗୃହରୁ ଫଟୋ ଭାଇରାଲ୍ ଘଟଣା: ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟଫୋନ୍‌ ମନା

author img

By

Published : Nov 25, 2022, 4:12 PM IST

ଶ୍ରୀମନ୍ଦିର ଗର୍ଭ ଗୃହରୁ ଫଟୋ ଭାଇରାଲ୍ ଘଟଣା ପରେ ଆକ୍ସନ ମୋଡରେ ପୁରୀ ଏସପି କେ ବିଶାଲ ସିଂ । ଶ୍ରୀମନ୍ଦିର ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା ହୋଇଛି । ଅଧିକ ପଢନ୍ତୁ

ଗର୍ଭଗୃହରୁ ଫଟୋ ଭାଇରାଲ୍ ଘଟଣା : ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟଫୋନ ମନା

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ରୁ ଫଟୋ ଭାଇରାଲ୍ ଘଟଣା । ଏନେଇ ଆକ୍ସନ ମୋଡରେ ପୁରୀ ଏସପି କେ ବିଶାଲ ସିଂ । ଏଣିକି ଶ୍ରୀମନ୍ଦିର ପୋଲିସ କର୍ମଚାରୀଙ୍କ ସ୍ମାର୍ଟ ଫୋନ୍‌ ବ୍ୟବହାର ଉପରେ କଟକମା ଲଗାଇଛନ୍ତି ପୁରୀ ଏସ୍‌ପି ।

ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡ୍ୟୁଟି ସମୟରେ, ପୋଲିସ କର୍ମଚାରୀଙ୍କ ସ୍ମାର୍ଟ ଫୋନ୍‌ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ନେବା ନିଷେଦ୍ଧ । ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଆପାତକାଳୀନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ୍‌ ବାରଣ କରିଛନ୍ତି ପୁରୀ ଏସ୍‌ପି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.