ETV Bharat / state

ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ - ଚନ୍ଦନ ଯାତ୍ରା

ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଗଲା ନୀତି ନିର୍ଘଣ୍ଟ । ଆସନ୍ତା ୧୫ରେ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା । ଅଧିକ ପଢନ୍ତୁ...

ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ

author img

By

Published : May 13, 2021, 3:27 PM IST

ପୁରୀ: ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଗଲା ନୀତି ନିର୍ଘଣ୍ଟ । ଆସନ୍ତା ୧୫ରେ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ।

ସାଢେ ତିନିଟାରେ ଚନ୍ଦନକୁ ଦିଅଁ ବିଜେ । ଅପରାହ୍ନ ୪ଟାରେ ରଥଖଳାକୁ ଆଜ୍ଞାମାଳ ବିଜେ। ରାତ୍ର ୧୦ଟାରେ ଚନ୍ଦନ ଠାକୁରଙ୍କ ବାହୁଡା ବିଜେ।

ସେପଟେ ଦୈନନ୍ଦିନ ଚନ୍ଦନଯାତ୍ରା ନୀତି ଅନୁସାରେ ସାଢେ ୩ଟାରେ ଚନ୍ଦନକୁ ଦିଅଁ ବିଜେ । ସାଢେ ୯ଟାରେ ଚନ୍ଦନ ଠାକୁରଙ୍କ ବାହୁଡା ବିଜେ। ଜୁନ୍ ୩ତାରିଖରେ ଭଉଁରୀ ଯାତ୍ରା । ରଥଖଳାକୁ ସାଢେ ୯ଟାରେ ଆଜ୍ଞାମାଳ ବିଜେ ନୀତି। ଅଖଚକର ହେବ ସଂଯୋଗ ନୀତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.