ETV Bharat / state

ଶ୍ରୀମନ୍ଦିର ନିକଟ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ତାଡିନେଲେ ମୂର୍ତ୍ତି ଓ ଦାନବାକ୍ସ, ଜଣେ ଗିରଫ

author img

By

Published : Jun 3, 2021, 12:57 PM IST

Updated : Jun 3, 2021, 7:25 PM IST

ଶ୍ରୀମନ୍ଦିର ପଶ୍ଚିମଦୁଆର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଲୁଟ୍ । ଅଧିକ ପଢନ୍ତୁ...

ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଲୁଟ୍

ପୁରୀ: ଶ୍ରୀମନ୍ଦିର ପଶ୍ଚିମଦୁଆର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଲୁଟ୍ । ପୁରୀ ଶ୍ରୀମନ୍ଦିର ପଶ୍ଚିମଦୁଆର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଓ ମୂର୍ତ୍ତି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ଗତକାଲି(ବୁଧବାର) ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମନ୍ଦିରର ଦାନବାକ୍ସ ତାଡି ନେଇଛନ୍ତି । ତେବେ ଦାନବାକ୍ସରେ କେତେ ପରିମାଣରେ ଟଙ୍କା ଥିଲା ତାହା ସେଠାରେ ଥିବା ପୂଜକ ଜାଣି ନ ଥିବାବେଳେ ଚୋରି ସମ୍ପର୍କରେ ସିଂହଦ୍ଵାରା ଥାନାକୁ ଜଣାଇଛନ୍ତି । ସେପଟେ ସଂକୀର୍ତ୍ତନ ମନ୍ଦିର ପାଖରେ ପଶ୍ଚିମ ଦ୍ବାରରେ 24 ଘଣ୍ଟା ପୋଲିସ ପହରା ସତ୍ତ୍ବେ ସେହି ନିକଟରୁ ଚୋରି ହେବାକୁ ନେଇ ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି ।

ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ତାଡିନେଲେ ମୂର୍ତ୍ତି ଓ ଦାନବାକ୍ସ

ପୂର୍ବରୁ ବଡଦାଣ୍ଡ ମାଉସୀ ମାଙ୍କ ମନ୍ଦିରରୁ ହୁଣ୍ଡି ଓ ଗଡରେଜରୁ ଚୋରୀ ହୋଇ ଥିବାବେଳେ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଧରା ପଡିନଥିବାରୁ ପୁଣି ଚୋରି ଘଟଣା ସାଧାରଣରେ ସୁରକ୍ଷା ଢିଲା ଥିବା ମନେ ହେଉଛି । ତେବେ ଏହି ଘଟଣାରେ ବିସିଆ ମହାରଣା ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ତେବେ ଶ୍ରୀମନ୍ଦିର ଚାରିପାଖରେ କଡା ସୁରକ୍ଷା ମଧ୍ୟରେ କିଭଳି ନିକଟ ମଠରୁ ଚୋରି ହେଲା ସେନେଇ ପୋଲିସ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନ ଉଠିଛି ।

  • Today's 𝗛𝘂𝗻𝗱𝗶 𝗧𝗵𝗲𝗳𝘁 𝗖𝗮𝘀𝗲 𝗨𝗽𝗱𝗮𝘁𝗲 -
    Brilliant investigation by Town and Singhdwar Police lead to arrest of accused; & recovery of 💯% of stolen donated cash, donation box and 1 mobile phone.
    All within 12 hrs of incidence.@DGPOdisha @odisha_police @CMO_Odisha pic.twitter.com/icG1UlMmOE

    — Puri Police (@SPPuri1) June 3, 2021 " class="align-text-top noRightClick twitterSection" data=" ">
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 3, 2021, 7:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.