ETV Bharat / state

ପୋଲିସର ଚଢାଉ; 7.5 ଗ୍ରାମ ବ୍ରାଉନସୁଗାର ଜବତ, 3 ଗିରଫ

author img

By

Published : Jul 2, 2021, 6:38 AM IST

କୁମ୍ଭାର ପଡା ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇ ବ୍ରାଉନସୁଗାର ବ୍ୟବସାୟୀ ଖୋର୍ଦ୍ଧା ବାସିନ୍ଦା ସମୀର କୁମାର ପ୍ରଧାନକୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ପୋଲିସ 7.5 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଅଧିକ ପଢନ୍ତୁ...

କୁମ୍ଭାର ପଡା ଥାନା ପୋଲିସର ଚଢାଉ: 7.5 ଗ୍ରାମ ବ୍ରାଉନ ସୁଗାର ଜବତ, 3 ଗିରଫ

ପୁରୀ: ପୁରୀ ପୋଲିସ ପକ୍ଷରୁ ନିଶା ବେପାରୀଙ୍କ ଉପରେ ସ୍ପେଶାଲ ଡ୍ରାଇଭ ଚାଲୁ ରହିଛି । ଏହି କ୍ରମରେ ପୁରୀ କୁମ୍ଭାରପଡା ଥାନା ପୋଲିସ ଓ ସଦର ଥାନା ପୋଲିସକୁ ସଫଳତା ମିଳିଛି । କୁମ୍ଭାରପଡା ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇ ବ୍ରାଉନସୁଗାର ବ୍ୟବସାୟୀ ଖୋର୍ଦ୍ଧା ବାସିନ୍ଦା ସମୀର କୁମାର ପ୍ରଧାନକୁ ଗିରଫ କରାଯାଇଛି ।

ଅଭିଯୁକ୍ତଙ୍କ ଠାରୁ ପୋଲିସ 7.5 ଗ୍ରାମ ବ୍ରାଉନସୁଗାର ଜବତ କରିଛି । ସେହିପରି ପୁରୀ ସଦର ଥାନା ପୋଲିସ ବ୍ରାଉନସୁଗାର ବିକ୍ରୀ ଅଭିଯୋଗରେ ନୟାଗଡ଼ର ଲିପିନା ମହାପାତ୍ର ଓ ଖୋର୍ଦ୍ଧା ଲିପ୍ସା ମହାପାତ୍ରକୁ ପୋଲିସ ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ ଠାରୁ 5.24ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ତେବେ ବ୍ରାଉନସୁଗାର କାରବାର ଆଉ କାହାର ହାତ ରହିଛି ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.