ETV Bharat / state

କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ - ହବିଷ୍ୟାଳି ଶିବିରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ ଜମିଛି । ବିଶେଷ କରି ସରକାରଙ୍କ ହବିଷ୍ୟାଳି ଶିବିରରେ ରହିବାକୁ ମହିଳାମାନେ ପହଞ୍ଚି ସାରିଛନ୍ତି । ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଶିବିରର ଉଦଘାଟନ କରିବେ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ପୁରୀ
author img

By

Published : Oct 12, 2019, 2:10 PM IST

ପୁରୀ: ସୋମବାର ଠାରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଏଥିପାଇଁ ଶନିବାର ଠାରୁ ପୁରୀରେ ପହଞ୍ଚିଯାଇଛନ୍ତି କାର୍ତ୍ତିକ ବ୍ରତାଧାରୀ । ବିଶେଷ କରି ସରକାରଙ୍କ ହବିଷ୍ୟାଳି ଶିବିରରେ ରହିବାକୁ ମହିଳାମାନେ ପହଞ୍ଚି ସାରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ପୁରୀ

ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଶିବିରର ଉଦଘାଟନ କରିବେ । ବୟସ୍କ ଲୋକମାନେ ଏହି ହବିଷ୍ୟାଳି ଶିବିରରେ ରହିବାକୁ ଥିବାରୁ ଏଠାରେ ବିଶେଷ ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଅଗ୍ନି ନିରାପତ୍ତା, ସ୍ବାସ୍ଥ୍ୟ, ସୂଚନା କେନ୍ଦ୍ର, ସ୍ନାନାଗାର, ଶୋଇବା ପାଇଁ ଗଦି ତକିଆ, ଫ୍ୟାନ ଆଦିର ବ୍ୟବସ୍ଥା ରହିଛି । ସେହିପରି ପ୍ରତିଦିନ ମହାପ୍ରସାଦ ସେବନ ସହ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ ନେଇ ବସର ବ୍ୟବସ୍ଥା ମଧ୍ୟ କରାଯାଇଛି । ଚଳିତ ବର୍ଷ 3ଟି ସ୍ଥାନ ରେଲୱେ ଯାତ୍ରୀ ନିବାସ, ନରେନ୍ଦ୍ର କୋଣ ହବିଷ୍ୟଲି ଗୃହ, ମୋଚି ସାହି କଲ୍ୟାଣ ମଣ୍ଡପରେ ଆଵଶ୍ୟକ ବ୍ୟବସ୍ଥା ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:habisyali

Body:ସୋମ ବାର ଠାରୁ ଆରମ୍ଭ ହେବ କାର୍ତିକ ବ୍ରତ। ତେବେ ଆଜି ଠାରୁ କାର୍ତିକ ବ୍ରତ ଧାରୀ ପୁରୀ ରେ ପହଁଚି ଲେଣି। ବିଶେଷ କରି ସରକାର ଙ୍କ ର ଥିବା ହବିସ୍ୟାଳି ଶିବର ରେ ରହିବାକୁ ଥିବା ମହିଳା ମାନେ ଆସି ପହଂଚି ଲେଣି। ଆସନ୍ତା ସୋମବାର ଅପରାହ୍ନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରରେନ୍ସିଂ ମାଧ୍ୟମରେ ଏହି ଶିବିର ଉଦ୍ଘାଟନ କରିବେ। ବୟସ୍କ ଲୋକ ରହିବାକୁ ଥିବାରୁ ହାବିଷ୍ୟଲି ଶିବିରରେ ବିଶେଷ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥା ରହିଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସ୍ୱାସ୍ୟ ସୁବିଧା, ସୂଚନା କେନ୍ଦ୍ର, ସ୍ନାନା ଗାର , ଶୋଇବା ପାଇଁ ଗଦି ତକିଆ , ଫ୍ୟାନ ବ୍ୟବସ୍ଥା ରହିଛି। ସେହିପରି ପ୍ରତିଦିନ ମହାପ୍ରସାଦ ସେବନ ସହ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ ନେଇ ବସ ର ବ୍ୟବସ୍ଥା ରହିଛି। ଚଳିତ ବର୍ଷ 3 ଟି ସ୍ଥାନ ରେଲୱେ ଯାତ୍ରୀ ନିବାସ , ନରେନ୍ଦ୍ର କୋଣ ହାବିଷ୍ୟଲି ଗୃହ , ମୋଚି ସାହି କଲ୍ୟାଣ ମଣ୍ଡପରେ ଅଵଶ୍ୟକ ବ୍ୟବସ୍ଥା ହୋଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.