ETV Bharat / state

ଝୁଲଣ ଯାତ୍ରାରେ ଉତ୍ସବମୁଖର ଶ୍ରୀକ୍ଷେତ୍ର - ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆରମ୍ଭ ହୋଇଯାଇଛି ଝୁଲଣ ଯାତ୍ରା । ଗୋପୀଙ୍କ ମଧ୍ୟରେ ବିଳାସମୟ ଦୋଳି ଖେଳିଛନ୍ତି ରାଧାକୃଷ୍ଣ । ଶରତ ରାସର ପୂର୍ବାଭାସରେ ପାଳିତ ହୋଇଥାଏ ଏହି ଉତ୍ସବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 11, 2019, 9:24 AM IST

ପୁରୀ: ଝୁଲଣ ଉତ୍ସବ ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ବିଭିନ୍ନ ମଠମାନଙ୍କରେ ଆନନ୍ଦ ଉଲ୍ଲାସ ସହ ପାଳନ ହେଉଛି ଝୁଲଣ ଯାତ୍ରା । ରାଧାକୃଷ୍ଣଙ୍କ ଗୋପ ରାସଲୀଳା କିମ୍ବଦନ୍ତୀଙ୍କୁ ବଡ ଆଡମ୍ବର ସହକାରେ ପାଳନ କରାଯାଉଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ମଠ ଗୁଡିକରେ ବିମାନକୁ ଆକର୍ଷଣୀୟ ଭାବେ ସଜାଯାଇ ପ୍ରଭୁ ରାଧାକୃଷ୍ଣଙ୍କୁ ଝୁଲଣ ଦୋଳିରେ ଝୁଲା ଯାଇ ଝୁଲଣ ଉତ୍ସବକୁ ପାଳନ କରାଯାଉଛି । ଆଜି ଠୁ ସାତ ଦିନ ବ୍ୟାପି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ପାଲା, ଗୋଟି ପୁଅ ନୃତ୍ୟ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ନୃତ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ସେପଟେ, ଶ୍ରଦ୍ଧାଳୁମାନେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ଦର୍ଶନ ସହ ଝୁଲଣ ଉତ୍ସବରେ ନିଜକୁ ସାମିଲ କରି ଆନନ୍ଦ ଲାଭ କରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ମିଶ୍ର

Intro:ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଝୁଲଣ ଉତ୍ସବରେ ଶ୍ରୀକ୍ଷେତ୍ର ଉତ୍ସବ ମୁଖର

Body: ଶ୍ରୀମନ୍ଦିର ରେ 7 ଦିନ ବ୍ୟାପି ମହାପ୍ରଭୁଙ୍କ ଝୁଲଣ ଉତ୍ସବ ଆରଂଭ ହୋଇଛି। ଏଥି ପାଇଁ ଶ୍ରୀକ୍ଷେତ୍ର ଉତ୍ସବ ମୁଖର। ବିଭିନ୍ନ ମଠ ରେ ଆନନ୍ଦ ଉଲାସ ରେ ଏହି ଝୁଲଣ ଉତ୍ସବ କୁ ପାଳନ କରାଯାଉଛି। ଦ୍ୱାପର ଯୁଗରେ ରାଧା କୃଷ୍ଣ ଙ୍କ ଗୋପ ରାସଲୀଲା କିମ୍ବଦନ୍ତୀ କୁ ଆଡମ୍ବର ସହକାରେ ପାଳନ କରାଯାଉଛି। ମଠ ଗୁଡ଼ିକ ରେ ବିମାନ କୁ ଆକର୍ଷଣୀୟ ଭାବେ ସଜାଯାଇ ପ୍ରଭୁ ରାଧାକୃଷ୍ଣ ଙ୍କୁ ଝୁଲଣ ଦୋଲି ରେ ଝୁଲା ଯାଇ ଝୁଲଣ ଉତ୍ସବ କୁ ପାଳନ କରାଯାଉଛି। ଆଜି ଠାରୁ ସାତ ଦିନ ବ୍ୟାପି ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଯଥା ପାଲା ,ଗୋଟିପୁଅ ନୃତ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ନୃତ୍ୟ , ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଶ୍ରଦ୍ଧାଲୁ ମାନେ ଯାଇ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ଦର୍ଶନ ସହ ଝୁଲଣ ଉତ୍ସବରେ ନିଜକୁ ସାମିଲ କରି ଆନନ୍ଦ ଲାଭ କରୁଛନ୍ତି।

ବାଇଟ, ରାମ କୃଷ୍ଣ ଦାଶ ,, ରାଧା ବଲ୍ଲବ ମଠ ମହନ୍ତ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.