ETV Bharat / state

ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦାବିରେ ପଦଯାତ୍ରା

author img

By

Published : Jan 4, 2021, 8:51 PM IST

ଓଡ଼ିଶା ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ସହିତ ମହାନଦୀ ଜଳ ସମସ୍ୟାର ସମାଧାନ ଓ ପୋଲାଭରାମ ପ୍ରକଳ୍ପର ଯଥାଶୀଘ୍ର ବନ୍ଦ ଦାବିରେ ଜନସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାସ ପଦଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ...

ଜନସଚେତନତା ମଞ୍ଚ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦାବିରେ ପଦଯାତ୍ରା

ବ୍ରହ୍ମଗିରି : ଓଡିଶାକୁ ସ୍ବତନ୍ତ୍ର ପାହ୍ୟା ଦାବୀରେ ବିଭିନ୍ନ ମହଲରୁ ବାରମ୍ବାର ବିକ୍ଷୋଭ ଦେଖିବାକୁ ମିଳୁଛି । ଏଥିରେ ସାମିଲ ହୋଇଛନ୍ତି ଜନସଚେତନତା ମଞ୍ଚ ।

ଓଡ଼ିଶା ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ସହିତ ମହାନଦୀ ଜଳ ସମସ୍ୟାର ସମାଧାନ ଓ ପୋଲାଭରାମ ପ୍ରକଳ୍ପର ଯଥାଶୀଘ୍ର ବନ୍ଦ ଦାବିରେ ଜନସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାସ ପଦଯାତ୍ରା କରିଛନ୍ତି ।

ସାରା ଓଡିଶା ଭ୍ରମଣ କରିବା ସହ ପ୍ରତି ବିଡ଼ିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ଦାବି ପତ୍ର ପଠାଉଛନ୍ତି । ଏହି ଅବସରରେ ସେ ବ୍ରହ୍ମଗିରି ବ୍ଲକରେ ପହଞ୍ଚିଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.