ETV Bharat / state

ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ପୁରୀର 6ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ISO ମାନ୍ୟତା

author img

By

Published : Feb 2, 2021, 11:33 AM IST

ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନେଇ ପୁରୀର 6ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ISO ମାନ୍ୟତା ପ୍ରଦାନ ହୋଇଛି । ଅଧିକ ପଢନ୍ତୁ...

6ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ISO ମାନ୍ୟତା
6ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ISO ମାନ୍ୟତା

ପୁରୀ: ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଜିଲ୍ଲାର 6ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଇଏସଓ ମାନ୍ୟତା । ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ସହିତ ଗରିବ ଓ ବସ୍ତି ବାସିନ୍ଦାଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା,ମାଗଣା ଔଷଧ ବାଣ୍ଟିବା,ନିଦାନ,ଜନ୍ମ ନିୟନ୍ତ୍ରଣ , ମାତୃ ଓ ଶିଶୁ ମାନଙ୍କ ଚିକିତ୍ସା, ଟୀକାକରଣ ସୁବିଧା ପାଇଁ ଜିଲ୍ଲାର ଛଅଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଇଏସଓ ମାନ୍ୟତା ପ୍ରଦାନ କରାଯାଇଛି ।

6ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ISO ମାନ୍ୟତା
6ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ISO ମାନ୍ୟତା

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମାନ୍ୟତା ପାଇଁ ଆବେଦନ କରାଯାଇ ଥିଲା। ଆଇଏସଓ ମାନ୍ୟତା ପାଇଥିବା ଛଅଟି ସ୍ବାସ୍ଥ୍ୟ କେନ୍ଦ୍ର ହେଲା ଦୋଳବେଦୀ କୋଣ ସ୍ବାସ୍ଥ୍ୟ କେନ୍ଦ୍ର , ସ୍ବର୍ଗ ଦ୍ବାର , ଚନ୍ଦନ ହଜୁରୀ ,କମଳା ଦେବୀ ମାତୃ ମଙ୍ଗଳ ସ୍ବାସ୍ଥ୍ୟ କେନ୍ଦ୍ର , ନିମାପଡା ଓ ଚାରୀ ଛକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ।

ତେବେ ଏହି ମାନ୍ୟତା ମିଳିବା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସମ୍ପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ହେଇଛନ୍ତି । ଆଗକୁ ଏହି ପରି ନିଷ୍ଠାର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.