ETV Bharat / state

ଭକ୍ତବତ୍ସଳ ଦୀନବନ୍ଧୁଙ୍କ ପଦ୍ମବେଶ ଦର୍ଶନ କଲେ ଭକ୍ତ - ମହାପ୍ରଭୁଙ୍କ ପଦ୍ମବେଶ

ମହାପ୍ରଭୁଙ୍କ ପଦ୍ମବେଶ ଗତକାଲି ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ଦର୍ଶନ ସହ ଖିରି ଅମାଲୁ ଭୋଗ ପାଇ ଭକ୍ତ ବେଶ ଭାବ ବିହ୍ଵଳ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଭକ୍ତବତ୍ସଳ ଦୀନବନ୍ଧୁଙ୍କ ପଦ୍ମବେଶ ଦର୍ଶନ କଲେ ଭକ୍ତ

author img

By

Published : Feb 14, 2021, 12:05 PM IST

ପୁରୀ: ମହାପ୍ରଭୁଙ୍କ ପଦ୍ମବେଶ ଗତକାଲି ଅନୁଷ୍ଠିତ ହୋଇଛି । ତେବେ ପରମ୍ପରା ଅନୁଯାୟୀ ଏହି ବେଶ ପରଦିନ ମଇଲମରେ ଉଲାଗି ହୋଇଥାଏ ।

ତେଣୁ ଆଜି ସକାଳେ ମହାପ୍ରଭୁଙ୍କ ପଦ୍ମ ବେଶ ଦର୍ଶନ କରିଛନ୍ତି ଭକ୍ତ। ମହାପ୍ରଭୁଙ୍କ ନିକଟରେ ଲାଗି ହୋଇ ଥାଏ ଖିରି ଓ ଅମାଲୁ ଭୋଗ। ମହାପ୍ରଭୁଙ୍କ ଦର୍ଶନ ସହ ଖିରି ଅମାଲୁ ଭୋଗ ପାଇ ଭକ୍ତ ବେଶ ଭାବ ବିହ୍ଵଳ ହୋଇଛନ୍ତି।

ଭକ୍ତବତ୍ସଳ ଦୀନବନ୍ଧୁଙ୍କ ପଦ୍ମବେଶ ଦର୍ଶନ କଲେ ଭକ୍ତ

ପରମ୍ପରା ଅନୁଯାୟୀ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ଅବା ଶନିବାର ଦିନ ଏହି ବେଶ କରାଯାଇଥାଏ । ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଆନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.