ETV Bharat / state

ପବିତ୍ର ମହାଳୟା ଅମାବାସ୍ୟା: ବଡଦାଣ୍ଡରେ ଚାଲିଛି ପିତୃପୁରୁଷଙ୍କ ପିଣ୍ଡଦାନ

ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ପିତୃ ତର୍ପଣ, ଦେବ ତର୍ପଣ ଓ ଋଷି ତର୍ପଣ ଆଦି କରୁଛନ୍ତି । ଲୋକେ ବାଇଶି ପାହାଚରେ ନିଜ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ।

author img

By

Published : Sep 28, 2019, 11:36 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: 15 ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ଶେଷ ଦିନ ତଥା ପବିତ୍ର ମହାଳୟା ଅମାବାସ୍ୟା । ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବଡଦାଣ୍ଡ । ବାଇଶି ପାହାଚରେ ଆରମ୍ଭ ହୋଇଛି ପିଣ୍ଡ ଦାନ । ରାଜ୍ୟ ତଥା ରାଜ୍ୟ ବାହାରୁ ଲାଗିଛି ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ପିତୃ ତର୍ପଣ, ଦେବ ତର୍ପଣ ଓ ଋଷି ତର୍ପଣ ଆଦି କରୁଛନ୍ତି । ଲୋକେ ବାଇଶି ପାହାଚରେ ନିଜ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି । ଏପଟେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁମାନେ ତୀର୍ଥ ପୁଷ୍କରିଣୀର ପବିତ୍ର ଜଳରେ ଅଟା, ମହୁ, କଦଳୀ, ଗୁଡ ଏବଂ ନାନାଦି ଫଳମୂଳ ସହ ପିଣ୍ଡଦାନ ଓ ତିଳ ତର୍ପଣ କରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମହାଲୟାBody:ଆଜି ପବିତ୍ର ମହାଳୟା ଅମାବାସ୍ୟା । ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଶେଷ ଦିନ । ଏହି ପକ୍ଷରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଉଛି । ପୁରୀ ବଡଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ପିତୃ ତର୍ପଣ, ଦେବ ତର୍ପଣ, ଋଷି ତର୍ପଣ ଆଦି କରୁଛନ୍ତି। ଲୋକେ ବାଇଶିପାହାଚରେ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି । ଏପଟେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ଶ୍ରୀକ୍ଷେତ୍ର ର ବିଭିନ୍ନ ତୀର୍ଥ ପୁଷ୍କରିଣୀ ରେ ଶ୍ରଦ୍ଧାଳୁଙ୍କ ସମାଗମ ହେ।ଇଛି । ଶ୍ରଦ୍ଧାଳୁମାନେ ତୀର୍ଥ ପୁଷ୍କରିଣୀ ର ପବିତ୍ର ଜଳରେ ଅଟା, ମହୁ, କଦଳୀ, ଗୁଡ଼ ଏବଂ ନାନାଦି ଫଳମୂଳ ସହ ପିଣ୍ଡଦାନ ଓ ତିଳତର୍ପଣ କରୁଛନ୍ତି ।

ବାଇଟ1,, ମୁକ୍ତିକାନ୍ତ ପ୍ରତିହାରୀ,, ବରିଷ୍ଠ ସେବୟତ
ବାଇଟ2,, ଶ୍ରଦ୍ଧାଳୁ
ବାଇଟ3,, ଶ୍ରଦ୍ଧାଳୁ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ଭିଯୁଆଲ ବାଇଟ mojo ରେ ଯାଇଚିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.