ETV Bharat / state

ଫାଇଲିନ ହିତାଧିକାରୀଙ୍କ ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଚିଠି

ବାତ୍ୟା ଫାଇଲିନରେ ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏନେଇ ଫାଇଲିନ୍ ହିତାଧିକାରୀଙ୍କ ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ହାଇକୋର୍ଟ । ଅଧିକ ପଢନ୍ତୁ...

ବାତ୍ୟା ଫାଇଲିନ ହିତାଧିକାରୀଙ୍କ ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଚିଠି

author img

By

Published : Apr 24, 2021, 10:00 PM IST

ବ୍ରହ୍ମଗିରି: ଫାଇଲିନ୍ ହିତାଧିକାରୀଙ୍କ ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ହାଇକୋର୍ଟ । ବାତ୍ୟା ଫାଇଲିନରେ ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏଥିରେ ବାସଗୃହ ହରାଇଥିବା ହିତାଧିକାରୀଙ୍କୁ ବାସଗୃହ ନ ମିଳିବା ନେଇ ଫାଇଲିନ କ୍ରିୟାନୁଷ୍ଠାନ କମିଟିର ସଭାପତି ବିହାରୀ ବନ୍ଧୁ ପଳାଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ ।

ବାତ୍ୟା ଫାଇଲିନ ହିତାଧିକାରୀଙ୍କ ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଚିଠି

ହାଇକୋର୍ଟ ତାର ବିଚାର କରି ଜୁନ 20 ତାରିଖ ମଧ୍ୟରେ ଏକ ଖଣ୍ଡପୀଠ ଦାଖଲ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଓରମାସ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଯୋଜନାରୁ ଯେଉଁମାନେ ବାଦ ପଡିଛନ୍ତି, ସେମାନଙ୍କ ଅଭିଯୋଗ ଯାଞ୍ଚ କରି ଜିଲ୍ଲାପାଳଙ୍କ ଖଣ୍ଡପୀଠ ଜରିଆରେ ହାଇକୋର୍ଟରେ ଦାଖଲ କରିବେ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.