ETV Bharat / state

ବାଲୁକା କଳାରେ ବିଘ୍ନହର୍ତ୍ତା ଦେଉଛନ୍ତି ବାର୍ତ୍ତା - ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ନ କରି

ଗଣେଶ ପୂଜା ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀରେ ବଲୁକାକଳା ମାଧ୍ୟମରେ  ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ
author img

By

Published : Sep 1, 2019, 7:48 PM IST

ପୁରୀ: ରାତି ପହିଲେ ଗଣେଶ ପୂଜା । ଏଥିପାଇଁ ସାରା ଦେଶ ଚଳଚଞ୍ଚଳ । ତେବେ ଗଣେଶ ପୂଜା ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀରେ ବଲୁକାକଳା ମାଧ୍ୟମରେ ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ପାଖାପାଖି ଏକ ହଜାର ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ସେ 15 ଫୁଟ ବିଶିଷ୍ଟ ଏହି ବଲୁକାକଳା ତିଆରି କରିଛନ୍ତି । ଯାହା ପର୍ଯ୍ୟଟକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଛି। ତେବେ ସେ ଏହି ବାଲୁକା କଳା ମାଧ୍ୟମରେ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ନ କରି ପରିବେଶକୁ ସୁରକ୍ଷା ଦେବା ନେଇ ସମାଜକୁ ବାର୍ତ୍ତା ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro: , ବଲୁକାକଳା ରେ ଗଣେଶ ପୂଜା ଶୁଭେଚ୍ଛା

Body:ରାତି ପହିଲେ ଗଣେଶ ପୂଜା । ଏଥିପାଇଁ ସାରା ଦେଶ ଚଳ ଚଞ୍ଚଳ। ତେବେ ପୁରୀ ରେ ଗଣେଶ ପୂଜା ଅବସରରେ ବଲୁକାକଳା ମାଧ୍ୟମରେ ସାରା ଦେଶ ବାସୀ ଙ୍କୁ ଶୁଭେଚ୍ଛା ଦିଆଯାଇଛି। ଏକ ହଜାର ପ୍ଲାଷ୍ଟିକ ବୋତଲ ବ୍ୟବହାର ହୋଇଛି ଏହି ବଲୁକାକଳା ରେ। ବାର୍ତା ରହିଛି ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ନ କରିବା ପାଇଁ। ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ଏହି ବିଶାଳ 15 ଫୁଟ ର ବଲୁକାକଳା ଟିକୁ କରିଛନ୍ତି। ଯାହାକି ପର୍ଯ୍ୟଟକ ମାନଙ୍କ ର ଦୃଷ୍ଟି ଆକର୍ଷଣ କରିଛି। ସାରା ଦେଶ ବାସୀ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ବର୍ଜ୍ଜନ କରି ପରିବେଶ କୁ ସୁରକ୍ଷା ଦେବା ନେଇ ବାର୍ତା ରହିଛି ଏହି ବଲୁକାକଳା ରେ।

ବାଇଟ ,, ସୁଦର୍ଶନ ପଟ୍ଟନାୟକ, ବାଲୁକାଶିଳ୍ପୀ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.