ETV Bharat / state

ଦୋକାନରେ ମିଠାର ଏକ୍ସପାରି ଡେଟ ଲେଖିବେ ଦୋକାନୀ, ଖିଲାପକାରୀଙ୍କୁ ଜୋରିମାନା

author img

By

Published : Oct 2, 2020, 9:32 PM IST

ମିଠା ବିକ୍ରି ନେଇ ଦୋକାନରେ ମିଠାର ଏକ୍ସପାରି ଡେଟ ଉଲେଖ ନିୟମ ଲାଗୁ । ନିୟମ ଖିଲାପକାରୀଙ୍କୁ ଦୁଇଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାର ବ୍ୟବସ୍ଥା ରହିଛି ।

FSSI guideline for sweet shop, expiry date must be mention
ଦୋକାନରେ ମିଠାର ଏକ୍ସପାରି ଡେଟ ଲେଖିବେ ଦୋକାନୀ, ଖିଲାପକାରୀଙ୍କୁ ଜୋରିମାନା

ପୁରୀ: ସତେଜ ମିଠା ବିକ୍ରି ପାଇଁ ମିଠା ଦୋକାନୀଙ୍କୁ ଛାଟ। ଏଣିକି ଦୋକାନରେ ମିଠାର ଏକ୍ସପାରୀ ଡେଟ ଉଲ୍ଲେଖ କରିବେ ଦୋକାନୀ । ଫୁଡ୍ ସିକ୍ୟୁରିଟି ଷ୍ଟାଣ୍ଡାର୍ଡ ଅଫ ଇଣ୍ଡିଆ (FSSI) ପକ୍ଷରୁ ଏହା ଲାଗୁ ପାଇଁ ନିୟମ କଡାକଡି ହୋଇଛି।

ଫଳରେ ମିଠା ଦୋକାନଙ୍କ ପାଇଁ ଲାଗୁ ହୋଇଛି ନୂଆ ନିୟମ। ଏଣିକି ମିଠା ଦୋକାନୀ ମିଠା ବିକିବା ପାଇଁ ମିଠାର(ତିଆରି ଦିନ) ମ୍ୟାନୁଫ୍ୟାକ୍ଚର ଓ ଏକ୍ସପାରୀ ତାରିଖ(ବ୍ୟବହାରର ଶେଷ ଦିନ) ଲେଖିବା ପାଇଁ ବାଧ୍ୟ ।

ନିୟମ ଖିଲାପକାରୀଙ୍କୁ ଦୁଇଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାର ବ୍ୟବସ୍ଥା ରହିଛି । ଏହି ନିୟମକୁ ଉଭୟ ଦୋକାନୀ ଓ ଗ୍ରାହକ ସ୍ଵାଗତ କରିଛନ୍ତି । ଏହି ନିୟମ ଉଭୟ ଗ୍ରାହକ ଓ ଦୋକାନୀଙ୍କୁ ସୁହାଇଲା ଭଳି ହୋଇଛି ବୋଲି ନିମାପଡାର ପ୍ରସିଦ୍ଧ ଛେନା ଝିଲ୍ଲି ଦୋକାନୀ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.