ETV Bharat / state

ମେଘନାଦ ପାଚେରୀ କଡରୁ ଉଚ୍ଛେଦ ଆରମ୍ଭ, 24ପ୍ଲାଟୁନ ଫୋର୍ସ ମୁତୟନ - eviction

ପୁରୀରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ସୁରକ୍ଷା ବ୍ୟବସ୍ଥା କଡାକଡି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 19, 2019, 8:02 AM IST

ପୁରୀ: ଶ୍ରୀକ୍ଷେତ୍ରର ହେବ ନବକଳେବର । ମେଘନାଦ ପାଚେରୀ ଠାରୁ 75 ମିଟର ପରିସରରେ ଥିବା ସମସ୍ତ ନିର୍ମାଣକୁ ହଟାଇ ପୁରୀକୁ ବିଶ୍ବ ଐତିହ୍ୟର ମାନ୍ୟତା ପାଇଁ ସରକାର ନେଇଛନ୍ତି ପଦକ୍ଷେପ । ତେବେ ଆଜି ସକାଳୁ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା କୋଠାଘର ଗୁଡିକ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେଣୁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମେଘନାଦ ପାଚେରୀକୁ ଲାଗିଥିବା ଶ୍ରୀମନ୍ଦିର ଫାଣ୍ଡି, ସୂଚନା କେନ୍ଦ୍ର, ବିଭିନନ୍ନ ଦୋକାନ ଗୃହ ଓ ଶୌଚାଳୟ ଭଙ୍ଗା ହେଉଛି । ତେବେ ସୁରକ୍ଷା ଦୃଷ୍ଟିରୁ 24 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

sb

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.