ETV Bharat / state

ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଭଙ୍ଗା ଯାଉଛି ପୌରସଂସ୍ଥା ମାର୍କେଟ - ପୌରପାଳିକା ମାର୍କେଟ କମ୍ପ୍ଲେକ୍ସ ଉଛେଦ

ବଡଦାଣ୍ଡରେ ଥିବା ମ୍ୟୁନିସିପାଲିଟି ମାର୍କେଟର ଆଜି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ମାର୍କେଟରେ ଅଧିକାଂଶ ଦୋକାନ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଉଚ୍ଛେଦ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି ।

ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଭଙ୍ଗା ଯାଉଛି ପୌରସଂସ୍ଥା ମାର୍କେଟ
author img

By

Published : Oct 20, 2019, 11:17 AM IST

ପୁରୀ: କିଛି ଦିନ ହେବ ଶ୍ରୀକ୍ଷେତ୍ର ପୁରୀର ଉଚ୍ଛେଦ ପ୍ରକ୍ରିୟା ରୋକ ଲାଗିଥିଲା । ରବିବାରଠାରୁ ପୁଣି ଏହା ଆରମ୍ଭ ହୋଇଛି । ଏଥର ପାଳି ପଡିଛି ମାର୍କେଟ ଛକର ପୌରପାଳିକା ମାର୍କେଟ କମ୍ପ୍ଲେକ୍ସ । ବଡଦାଣ୍ଡରେ ଥିବା ମ୍ୟୁନିସିପାଲିଟି ମାର୍କେଟର ଆଜି ଉଚ୍ଛେଦ ଆରମ୍ଭ ହୋଇଛି । ମାର୍କେଟରେ ଅଧିକାଂଶ ଦୋକାନ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଉଚ୍ଛେଦ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି ।

ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଭଙ୍ଗା ଯାଉଛି ପୌରସଂସ୍ଥା ମାର୍କେଟ

ଏକ ଏକର 72 ଡେସିମିଲରେ ଥିବା 167 ଟି ଦୋକାନ ଗୃହ ଉଚ୍ଛେଦ ଚାଲିଛି । 9 ଟି ବଡ଼ ଜେସିବି ମେସିନ ଲଗାଯାଇ ଉଚ୍ଛେଦ ଚାଲିଛି। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଛି। ତେବେ ବ୍ୟବସାୟୀଙ୍କୁ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ସହ ଥଇଥାନ କରାଯିବ ବୋଲି ପ୍ରଶାସନ କହିଛି। ଅନ୍ୟପଟେ ଉଚ୍ଛେଦ ପ୍ରକ୍ରିୟାକୁ ସହଯୋଗ କରିଛନ୍ତି ବ୍ୟବସାୟୀ।

ତେବେ ଶ୍ରୀମନ୍ଦିର 75 ମିଟର ଭିତରେ ଉଚ୍ଛେଦ ପ୍ରକ୍ରିୟାରେ ଯେଉଁଭଳି ବ୍ୟବସାୟୀଙ୍କୁ କ୍ଷତିପୂରଣ ସହ ଥଇଥାନ ବ୍ୟବସ୍ଥା ହୋଇଛି ଏଠି ମଧ୍ୟ ଲାଗୁ ପାଇଁ ଦାବି ହୋଇଛି । ଏହି ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ବହୁତଳ ପ୍ରସାଦ ମାର୍କେଟ କମ୍ପ୍ଲେକ୍ସ ନେଇ ପ୍ରଶାସନ ଯୋଜନା କରିଛି । ଏହା ଦ୍ବାରା ଅନେକ ବ୍ୟବସାୟୀଙ୍କୁ ଥଇଥାନ କରିବାରେ ବ୍ୟବସ୍ଥା ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଉଛେଦ ହେଲା ପୌରପାଳିକା ମାର୍କେଟ କମ୍ପ୍ଲେକ୍ସ

Body:କିଛି ଦିନ ପୁରୀ ର ଉଛେଦ ପ୍ରକ୍ରିୟା ରୋକ ଲାଗିଥିଲା। ପୁଣି ଆଜି ଉଛେଦ ଆରମ୍ଭ ହୋଇଛି। ଏଥର ପାଳି ପଡିଛି ମାର୍କେଟ ଛକ ରେ ପୌରପାଳିକା ମାର୍କେଟ କମ୍ପ୍ଲେକ୍ସ। ଏକ ଏକର 72 ଦେଶିମିଲ ରେ ଥିବା 159 ଟି ଦୋକାନ ଗୃହ ଉଛେଦ ଚାଲିଛି। 9 ଟି ବଡ଼ ଜେସିବି ମେସିନ ଲଗାଯାଇ ଉଛେଦ ଚାଲିଛି। ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ପାଇଁ ମୁତୟନ ହୋଇଛି। ତେବେ ବ୍ୟବସାୟୀ ଙ୍କୁ ସରକାର ଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ସହ ଥଇଥାନ ହେବ ବୋଲି ପ୍ରଶାସନ କହିଛି। ଅନ୍ୟପଟେ ଉଛେଦ ପ୍ରକ୍ରିୟା କୁ ସହଯୋଗ କରିଛନ୍ତି ବ୍ୟବସାୟୀ। ତେବେ ଶ୍ରୀମନ୍ଦିର 75 ମିଟର ଭିତରେ ଉଛେଦ ପ୍ରକ୍ରିୟା ରେ ଯେଭଳି ବ୍ୟବସାୟୀ ଙ୍କୁ କ୍ଷତି ପୂରଣ ସହ ଥଇଥାନ ବ୍ୟବସ୍ଥା ହୋଇଛି ଏଠି ମଧ୍ୟ ଲାଗୁ ପାଇଁ ଦାବି ହୋଇଛି। ନ ହେଲେ ବ୍ୟବସାୟ କରୁଥିବା ପରିବାର କୀଭଳି ଚାଲିବେ ବୋଲି କହିଛନ୍ତି। ଏହି ମାର୍କେଟ କମ୍ପ୍ଲେକ୍ସ କୁ ଭାଙ୍ଗି ବୋହୁତଳ ପ୍ରସାଦ ମାର୍କେଟ କମ୍ପେକ୍ସ ନେଇ ପ୍ରଶାସନ ଯୋଜନା କରିଛି। ଏହା ଦ୍ୱାରା ଅନେକ ବ୍ୟବସାୟୀ ଙ୍କୁ ଥଇଥାନ କରିବାରେ ବ୍ୟବସ୍ଥା ହେବ।

ବାଇଟ ,, ଉଛେଦ ବ୍ୟବସାୟୀ
ବାଇଟ,, ଉଛେଦ ବ୍ୟବସାୟୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.