ETV Bharat / state

ଶାନ୍ତି ଶୃଙ୍ଖଳା ସହ ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଜାରି

author img

By

Published : Jan 17, 2020, 12:23 PM IST

ଶୁକ୍ରବାର ପୁରୀ କାକୁଡି ଖାଇ ଛକ ବାଲି ସାହି ରାସ୍ତାରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଅଧିକ ପଢନ୍ତୁ...

ଶାନ୍ତି ଶୃଙ୍ଖଳା ସହ ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଜାରି
ଶାନ୍ତି ଶୃଙ୍ଖଳା ସହ ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଜାରି

ପୁରୀ: ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରିଛି ପ୍ରଶାସନ। ଶୁକ୍ରବାର କାକୁଡି ଖାଇ ଛକ ବାଲି ସାହି ରାସ୍ତାରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।

ଉକ୍ତ ସ୍ଥାନରେ10ରୁ ଅଧିକ ଖଜା ଦୋକାନ, 5 ବଣିଆ ଦୋକାନ ଏବଂ 15ରୁ ଅଧିକ ଘରୋଇ ପ୍ଲଟ ଉଚ୍ଛେଦ ଚାଲୁ ରହିଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଫୋର୍ସ ସମେତ ମାଜିଷ୍ଟ୍ରେଟ ଓ ପୁରୀ ଉପଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି।

ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟ ପାଇଁ ଏହି ଉଚ୍ଛେଦ ଶୀଘ୍ର ସରିବା ପରେ ସମସ୍ତ ହେରିଟେଜ କରିଡରର କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସୁରକ୍ଷା ଯୋନ ରେ ଉଛେଦBody:ପୁରୀ ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଯୋନ ଉଛେଦ ପ୍ରକ୍ରିୟା କୁ ପ୍ରଶାସନ ଜୋରଦାର କରିଛି। ଆଜି କାକୁଡି ଖାଇ ଛକ ବାଲି ସାହି ରାସ୍ତାରେ ଉଛେଦ ଚାଲିଛି। 10 ରୁ ଅଧିକ ଖଜା ଦୋକାନ , 5 ବଣିଆ ଦୋକାନ ଏବଂ 15 ରୁ ଅଧିକ ଘରୋଇ ପ୍ଲ ଟ ଉଛେଦ ଚାଲିଛି। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ସମେତ ମାଜିଷ୍ଟ୍ରେଟ ଓ ପୁରୀ ଉପ ଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟ ପାଇଁ ଏହି ଉଛେଦ ଶୀଘ୍ର ସରିବା ପରେ ସମସ୍ତ ହେରିଟେଜ କରିଡର ର କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ପୁରୀ ଉପ ଜିଲାପାଳ କହି ଛନ୍ତି।

ବାଇଟ,ଭଵ ତରଣ ସାହୁ , ପୁରୀଉପଜିଲ୍ଲାପାଳ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.