ETV Bharat / state

ଶ୍ରୀମନ୍ଦିର ସୁରକ୍ଷା ଜୋନ ପ୍ରସଙ୍ଗ: ଘର ଛାଡିଲେ ବିସ୍ଥାପିତ - Eviction drive around Puri Jagannath temple will benefit people

ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀର ଜୋନରୁ ଘର ଛାଡିବା ଆରମ୍ଭ କରିଛନ୍ତି ବିସ୍ଥାପିତ ପରିବାର । ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ରଖି ଲୋକମାନେ ନିଜ ଜମି ବିକ୍ରି କରିବା ସହ ଘର ଛାଡିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Nov 25, 2019, 10:12 PM IST

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀର ଜୋନରୁ ଘର ଛାଡିବା ଆରମ୍ଭ କରିଛନ୍ତି ବିସ୍ଥାପିତ ପରିବାର । ଜମି ସରକାରଙ୍କୁ ବିକ୍ରି କରି ଦେବା ପରେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି । ଘରର ଦୁଆର ବନ୍ଧ, ଆସବାବପତ୍ର, ଝରକା କବାଟ ଠାରୁ ଆରମ୍ଭ କରି ଘରର ଜାବତୀୟ ଜିନିଷ ଧରି ପଳାଇଛନ୍ତି । ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ରଖି ଲୋକମାନେ ନିଜ ଜମି ବିକ୍ରି କରିବା ସହ ଘର ଛାଡିଛନ୍ତି ।

ଶ୍ରୀମନ୍ଦିର ସୁରକ୍ଷା ଜୋନ ପ୍ରସଙ୍ଗରେ ବିସ୍ଥାପିତଙ୍କ ପ୍ରତିକ୍ରିୟା

ସୂଚନାନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ବାସେଳିସାହି ମୌଜାର 2ଟି ପରିବାର କ୍ଷତିପୂରଣ ବାବଦ ଅର୍ଥ ପାଇବା ପରେ ପ୍ରଶାସନ ହାତକୁ ଟେକି ଦେଇ ଲୋକମାନେ ନିଜ ଘରଦ୍ବାର ଛାଡିଛନ୍ତି । ଏବେ ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇଥିବା ସମସ୍ତ ପରିବାର ଜଣେ ପରେ ଜଣେ ଘର ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି । ସାମାଜିକ ପ୍ରଭାବ ସର୍ବେକ୍ଷଣ ଆଧାରରେ ବିସ୍ଥାପିତ ମାନଙ୍କୁ ଥଇଥାନ ଯୋଜନାରେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉଛି । ଏଥିରେ କାହାରିକୁ ଅସନ୍ତୋଷ କରାଯାଉନାହିଁ । ସଠିକ୍ ପ୍ୟାକେଜ ସହ ୧୦ ପ୍ରତିଶତ ସ୍ବତନ୍ତ୍ର ବେନିଫିଟ୍‌ ଦିଆଯାଉଛି ।

ସେପଟେ ଜିଲ୍ଲାପାଳଙ୍କ ସୂଚନାନୁସାରେ ବର୍ତ୍ତମାନ ସୁଦ୍ଧା 185 ପ୍ଲଟରୁ 55ଟି ପ୍ଲଟ୍‌ ଅଧିଗ୍ରହଣ ସରିଛି । ସେହିପରି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସ୍ବତନ୍ତ୍ର ପ୍ୟାକେଜ୍‌ ଆସନ୍ତା ଡିସେମ୍ବର 2 ତାରିଖରେ ଶେଷ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଘର ଛାଡିଲେ ବିସ୍ଥାପିତBody:ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀର ଜୋନରୁ ଘର ଛାଡିବା ଆରମ୍ଭ କରିଛନ୍ତି ବିସ୍ଥାପିତ ପରିବାର। ଜମି ସରକାରଙ୍କୁ ବିକ୍ରୀ କରିଦେବା ପରେ ଅନ୍ଯତ୍ର ଯାଗାକୁ ସ୍ଥାନାନ୍ତରିତ ହୋଇଛନ୍ତି। ଘରର ଦୁଆର ବନ୍ଧ , ଆସବାବପତ୍ର, ଝରକା କବାଟ ଠାରୁ ଆରମ୍ଭକରି ଘରର ଜାବତୀୟ ଜିନିଷପତ୍ର ଧରି ପଳାଇଛନ୍ତି। ସରକାରଙ୍କ ସ୍ୱତନ୍ତ୍ର ପ୍ଯାକେଜ ଆଉ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ରଖି ଜମି ବିକ୍ରି କରିବା ସହ ଘରଛାଡିଛନ୍ତି। ସୂଚନା ମୁତାବକ ପ୍ରଥମ ପର୍ଯ୍ଯାୟରେ ବାସେଳିସାହୀ ମୌଜାର ଦୁଇଟି ପରିବାର କ୍ଷତିପୂରଣ ବାବଦ ଅର୍ଥ ପାଇବା ପରେ ପ୍ରଶାସନ ହାତକୁ ଟେକି ଦେଇ ଘରଦ୍ୱାର ଛାଡି ପଳାଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମ୍ପୁର୍ଣ୍ଣ ହୋଇଥିବା ସମସ୍ତ ପରିବାର ଜଣେ ପରେ ଜଣେ ଘରଛାଡିବାକୁ ପ୍ରସ୍ତୁତ ହେଉଛନ୍ତି। ସାମାଜିକ ପ୍ରଭାବ ସର୍ଭେକ୍ଷଣ ଆଧାରରେ ବିସ୍ଥାପିତ ମାନଙ୍କୁ ଥଇଥାନ ଯୋଜନାରେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉଛି। କାହାରିକୁ ଅସନ୍ତୋଷ କରାଯାଉନାହିଁ। ସଠିକ୍ ପ୍ଯାକେଜ ଓ ୧୦ପ୍ରତିଶତ ସ୍ୱତନ୍ତ୍ର ବେନିଫିଟ ଦିଆଯାଉଛି। ମିନତୀ ପଣ୍ଡା, ଇନ୍ଦ୍ରମଣୀ ଲେଙ୍କା ଙ୍କ ପରିବାର ଲୋକ ଘର ଛାଡ଼ି ଛନ୍ତି। ତେବେ ଜିଲାପାଳ ଙ୍କ ସୂଚନା ଅନୁସାରେ 185 ପ୍ଲଟ ରୁ 55 ଟି ପ୍ଲଟ ଅଧି ଗ୍ରହଣ ସରିଛି। ତେବେ ଅସନ୍ତା ଡିସେମ୍ବର 2 ତାରିଖରେ ସରକାର ଙ୍କ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା ସରିବ।

ବାଇଟ,, ବଲବନ୍ତ ସିଂ,, ପୁରୀ ଜିଲାପାଳConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.