ETV Bharat / state

ପୁରୀ ସମୁଦ୍ରକୂଳରେ ଜବରଦଖଲ ଉଚ୍ଛେଦ ପ୍ରକିୟା ଜାରି - ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ

ପୁରୀ  ସମୁଦ୍ରକୂଳ ଅଞ୍ଚଳରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ । ଲାଇଟ ହାଉସ ନିକଟରେ ଥିବା ଯାତ୍ରୀକା ନାମକ ଏକ ହୋଟେଲକୁ ପ୍ରଶାସନ ଉଚ୍ଛେଦ କରି ଉକ୍ତ ଜାଗାରେ ଅତ୍ୟାଧୁନିକ ପାର୍କିଂ ପ୍ଲେସ କରିବାର ଯୋଜନା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 24, 2019, 3:02 PM IST

Updated : Aug 24, 2019, 9:37 PM IST

ପୁରୀ: ଜଗନ୍ନାଥ ଧାମକୁ ଐତିହ୍ୟ ସହର ଭାବେ ଗଢି ତୋଳିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ସମୁଦ୍ରକୂଳ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଲାଇଟ ହାଉସ ନିକଟରେ ଥିବା ଯାତ୍ରୀକା ନାମକ ଏକ ହୋଟେଲକୁ ପ୍ରଶାସନ ଉଚ୍ଛେଦ କରି ଉକ୍ତ ଜାଗା ନିଜ ଅକ୍ତିଆରକୁ ଆଣିଛି । ସେଠାରେ ଅତ୍ୟାଧୁନିକ ପାର୍କିଂ ପ୍ଲେସ କରିବାର ଯୋଜନା ରହିଛି । ଏହାଦ୍ବାରା ପର୍ଯ୍ୟଟକମାନେ ଗାଡି ପାର୍କିଂ କରିବେ । ଏହାଦ୍ବାରା ସମୁଦ୍ରକୂଳ ରାସ୍ତା ଟ୍ରାଫିକ ସମସ୍ୟାରୁ ମୁକୁଳି ପାରିବ।

ଅନ୍ୟପଟେ ପୁରୀ ଜିଲ୍ଲାପାଳଙ୍କ ଅଫିସ ସମେତ ସମସ୍ତ ସରକାରୀ ଅଫିସକୁ ଗୋଟିଏ ବିଲ୍ଡିଂ ରେ ରଖିବାକୁ ସରକାର ଯୋଜନା କରିଛନ୍ତି । ସେହି ବିଲ୍ଡିଂର ନାଁ ଲୋକ ସେବା ଭବନ ରହିବ । ପୁରୀ ସମୁଦ୍ର କୂଳ ମଙ୍ଗଳା ମୁହାଁଣ ନିକଟରେ 56 ଏକ ଜମିରେ ଏହି କାର୍ଯ୍ୟ ହେବ। ଏଥିପାଇଁ ଜାଗା ଚିହ୍ନଟ ସହ ଜବର ଦଖଲ ମଧ୍ୟ ଉଚ୍ଛେଦ ହୋଇଛି । ତେବେ ପୁରୀର ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ ଏହି ଉଚ୍ଛେଦ ସମୟରେ ଉପସ୍ଥିତ ଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୁରୀ ରେ ଆରଂଭ ହେଲା ଜବର ଦଖଲ ଉଛେଦ। ସମୁଦ୍ର କୁଳ ଅଞ୍ଚଳରେ ଜବର ଦଖଲ ଉଛେଦ ପ୍ରକ୍ରିୟା କୁ ଜୋର ଦାର କଲା ପ୍ରଶାସନ

Body:ପୁରୀ ସହର କୁ ଐତିହ ସହର ଭାବେ ଗଢି ତୋଳିବାକୁ ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କ୍ରମରେ ପୁରୀ ସହରରେ ଥିବା ବିଭିନ୍ନ ଅଞ୍ଚଳରେ ଜବର ଦଖଲ ପ୍ରକ୍ରିୟା ଆରମ୍ଭ କରିଛି ଜିଲା ପ୍ରଶାସନ । ପ୍ରାଥମିକ ଭାବେ ପୁରୀ ସମୁଦ୍ର କୁଲ ଅଞ୍ଚଳରେ ଥିବା ଜବର ଦଖଲ ଉଛେଦ କରାଯାଇଛି। ଲାଇଟ ହାଉସ ନିକଟରେ ଥିବା ଯାତ୍ରୀକା ନାମକ ଏକ ହୋଟେଲ କୁ ପ୍ରଶାସନ ଉଛେଦ କରି ଉକ୍ତ ଜାଗା ନିଜ ଅକ୍ତିଆର କୁ ଆଣିଛି। ସେଠାରେ ଅତ୍ୟାଧୁନିକ ପାର୍କିଂ ପ୍ଲେସ କରାଯିବ। ଏହା ଦ୍ୱାରା ପର୍ଯ୍ୟଟକ ମାନେ ଗାଡି ପାର୍କିଂ କରିବେ। ସମୁଦ୍ର କୁଲ ରାସ୍ତା ଟ୍ରାଫିକ ଜାମ ସମସ୍ୟା ରୁ ମୁକୁଳି ପାରିବ। ଅନ୍ୟପଟେ ପୁରୀ ଜିଲାପାଳ ଙ୍କ ଅଫିସ ସମେତ ସମସ୍ତ ସରକାରୀ ଅଫିସ କୁ ଗୋଟିଏ ବିଲ୍ଡିଂ ରେ ରଖିବାକୁ ସରକାର ଯୋଜନା କରିଛନ୍ତି। ଲୋକ ସେବା ଭବନ ନାମରେ ଏହି ବିଲ୍ଡିଂ ରହିବ। ପୁରୀ ସମୁଦ୍ର କୁଲ ମଙ୍ଗଳା ମୁହାଁନ ନିକଟରେ 56 ଏକ ଜମିରେ ଏହି କାର୍ଯ୍ୟ ହେବ। ଏଥିପାଇଁ ଜାଗା ଚିହ୍ନଟ ସହ ଜବର ଦଖଲ ମଧ୍ୟ ଉଛେଦ ହୋଇଛି। ପୁରୀ ର ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ ଏହି ଉଛେଦ ସମୟ ରେ ଉପସ୍ଥିତ ଥିଲେ।

ବାଇଟ1,, ବିନୟ କୁମାର ଦାସ ,, ଅତିରିକ୍ତ ଜିଲ୍ଲାପାଳ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
Last Updated : Aug 24, 2019, 9:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.