ETV Bharat / state

ଆଜି 4 ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ - Devotees cannot see lords in puri Temple

ମହାପ୍ରଭୁଙ୍କ ପଇତା ଲାଗି ନୀତି ପାଇଁ ସୋମବାର 4 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଦ୍ବିତୀୟ ଭୋଗ ମଣ୍ଡପ ନୀତି ସମ୍ପନ ପରେ ଅପରାହ୍ନ 4ଟାରୁ ଆରମ୍ଭ ହେବ ପଇତା ଲାଗି ନୀତି ।

ଫାଇଲ ଫଟୋ
author img

By

Published : Nov 17, 2019, 10:38 PM IST

Updated : Nov 18, 2019, 8:16 AM IST

ପୁରୀ: ସୋମବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହି ଅବସରରେ 4 ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ 4ଟାରୁ ରାତି 8ଟା ଯାଏଁ ଏହି ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ ଏହା ଏକ ଗୁପ୍ତ ନୀତି । ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହୋଇଥାନ୍ତି ।

ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ

ଦ୍ବିତୀୟ ଭୋଗ ମଣ୍ଡପ ନୀତି ସମ୍ପନ ପରେ ଅପରାହ୍ନ 4ଟାରୁ ପଇତା ଲାଗି ନୀତି ଆରମ୍ଭ ହେବ । ରାତି 8ଟାରେ ପରେ ପୁଣି ସାଧାରଣ ଭାବେ ଦର୍ଶନ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ଲୋକ ସମ୍ପର୍କ ଅଧିକାରୀ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପଇତା ଲାଗି ନୀତିBody:ଅସନ୍ତା କାଲି ସୋମବାର 4 ଘଣ୍ଟା ମହାପ୍ରଭୁଙ୍କ ସଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ 4 ଘଣ୍ଟା ଦର୍ଶନ ବନ୍ଦ ରହିବ। ଅପରାହ୍ନ 4 ଟା ରୁ ରାତି 8 ଟା ଯାଏ ଏହି ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇ ଥିବାରୁ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ପାଆନ୍ତି ନାହିଁ। ଦ୍ୱିତୀୟ ଭୋଗ ମଣ୍ଡପ ନୀତି ସମ୍ପନ ପରେ ଅପରାହ୍ନ 4 ଟା ରୁ ପଇତା ଲାଗି ନୀତି ଆରମ୍ଭ ହୋଇ ରାତ୍ର 8 ଟା ରେ ଶେଷ ହେବ। ଶ୍ରୀମନ୍ଦିର କାର୍ଯ୍ୟଳୟ ଲୋକ ସମ୍ପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated : Nov 18, 2019, 8:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.