ETV Bharat / state

ସୁଦର୍ଶନଙ୍କୁ ଆଉଜି ବିବାଦରେ ଦଇତାପତି, ଫଟୋ ଭାଇରାଲ

ଦଇତାପତି ପ୍ରେମାନନ୍ଦ ଦାସ ମହାପତ୍ରଙ୍କ ସୁଦର୍ଶନ ମହାପ୍ରଭୁଙ୍କୁ ଆଉଜି ଥିବା ଫଟୋ ଭାଇରାଲ । କେବେକାର ଫଟୋ ସେନେଇ ସ୍ପଷ୍ଟ ହୋଇନି । ଏଭଳି ଫଟୋ ଜଗନ୍ନାଥ ପ୍ରେମିଙ୍କ ମନରେ ଆଘାତ ଦେଇଛି ।

author img

By

Published : Jul 11, 2019, 10:51 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଚର୍ଚ୍ଚାରେ ଦଇତାପତି ପ୍ରେମାନନ୍ଦ ଦାସମହାପତ୍ର । ଦେବଦଳନ ରଥ ଉପରେ ସୁଦର୍ଶନ ମହାପ୍ରଭୁଙ୍କୁ ଦଇତାପତି ଆଉଜି ବିଶ୍ରାମ ନେଇଥିବା ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହା ରଥଯାତ୍ରା ସମୟର ଫଟୋ ହୋଇଥିଲେ ବି ଏବେକାର ଫଟୋ କି ପୁରୁଣା ଫଟୋ ତାହା ସ୍ପଷ୍ଟ ହୋଇନାହିଁ । ପ୍ରକୃତରେ ଯଦି ସୁଦର୍ଶନ ମହାପ୍ରଭୁଙ୍କୁ ଆଉଜି ବିଶ୍ରାମ ନେଉଥିବେ ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଅନେକ ମତ ଦେଉଛନ୍ତି । ଏଭଳି ଫଟୋ ଜଗନ୍ନାଥ ପ୍ରେମିଙ୍କ ମନରେ ଆଘାତ ଦେଇଛି ।

ସୋସିଆଲ ମିଡିଆରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ଫଟୋ ଭାଇରାଲକୁ ନେଇ କିଭଳି ଆଭିମୁଖ୍ୟ ଗ୍ରହଣ କରିବ ତାହାକୁ ଭକ୍ତ ସମାଜ ଅପେକ୍ଷା କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.