ETV Bharat / state

ଆରମ୍ଭ ହେଲା କୋଣାର୍କ ମହୋତ୍ସବ,ପ୍ରଥମ ଦିନରେ ଝୁମିଲେ ଦର୍ଶକ - ଦର୍ଶକ ଓଡିଶୀ ଓ କଥକ ନୃତ୍ୟ

ପୁରୀରେ ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଶରେ କୋଣାର୍କ ମହୋତ୍ସବ ଉଦଘାଟିତ ହୋଇଛି । ପ୍ରଥମ ଦିନରେ ବିଭିନ୍ନ ପୌରାଣିକ କଥା ବସ୍ତୁ ଉପରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ କଳାକାର ମାନେ ଯାହା ଦର୍ଶକଙ୍କୁ ବିମୁଗ୍ଧ କରିଛି ।

cultural-function-konark-mahastabha-stated-at-puri
ଫଟୋ ସୌଜନ୍ୟ : ସମ୍ବାଦଦାତା, ପୁରୀ
author img

By

Published : Dec 1, 2019, 11:17 PM IST

ପୁରୀ : ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଶରେ ଉଦଘାଟିତ ହୋଇଛି କୋଣାର୍କ ମହୋତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୋଣାର୍କ ଉତ୍ସବକୁ ଉଦଘାଟନ କରିଛନ୍ତି । ପ୍ରଥମ ଦିବସରେ ଦର୍ଶକ ଓଡିଶୀ ଓ କଥକ ନୃତ୍ୟ ତାଳେ ତାଳେ ଝୁମିଛନ୍ତି ।

କୋଣାର୍କ ମହୋତ୍ସବର ପ୍ରାରମ୍ଭରେ ଭୁବନେଶ୍ବରର ଶ୍ରୀଜନ ଗ୍ରୁପ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ବିଭିନ୍ନ ପୌରାଣିକ କଥା ବସ୍ତୁ ଉପରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ କଳାକାର ମାନେ ଯାହା ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ଏହା ପରେ ପୁଣେର ଗୁରୁ ସାମା ଭଟେ ଗ୍ରୁପ ପକ୍ଷରୁ କଥକ ନୃତ୍ୟ ପରିବେଷଣ ହୋଇଥିଲା ।

ଆରମ୍ଭ ହେଲା କୋଣାର୍କ ମହୋତ୍ସବ,ପ୍ରଥମ ଦିନରେ ଝୁମିଲେ ଦର୍ଶକ

ଏଥିରେ ବହୁ କଳାପ୍ରେମୀ ଯୋଗ ଦେଇଥିଲେ । ତେବେ ସୋମବାର କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଇଣ୍ଡୋନେସିଆର ପ୍ରସିଦ୍ଧ ବାଲିନେସେ ନୃତ୍ୟ ପରିବେଷଣ ହେବ । ସେହିପରି କୋଲକାତାର ଅଲୋକ କାନୁନଗୋ ଗ୍ରୁପ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ ହେବ । ଏହି ଉତ୍ସବକୁ ଦର୍ଶକ ମନଭରି ଉପଭୋଗ କରିଛନ୍ତି । କୋଣାର୍କ ଉତ୍ସଵରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆସନ୍ତା 5 ତାରିଖ ଯାଏଁ ଚାଲିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କୋଣାର୍କ ଉତ୍ସବ। ପ୍ରଥମ ଦିବସ ରେ ଝୁମିଲେ ଦର୍ଶକBody:ଉଦ୍ଘାଟିତ ହୋଇଛି କୋଣାର୍କ ମହୋତ୍ସବ। ପ୍ରଥମ ଦିବସ ରେ ଦର୍ଶକ ଓଡିଶୀ ଓ କଥକ ନୃତ୍ୟ ତାଳେ ତାଳେ ଝୁମୀ ଛନ୍ତି। ପ୍ରଥମେ ଭୁବନେଶ୍ୱର ର ଶ୍ରୀଜନ ଗ୍ରୁପ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯାଇ ଥିଲା। ବିଭିନ୍ନ ପୌରାଣିକ କଥା ବସ୍ତୁ ଉପରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ କଳାକାର ମାନେ। ଯାହାକି ଦର୍ଶକ ଙ୍କୁ ବିମୁଗ୍ଧ କରିଥିଲା। ପରେ ପୁନେ ର ଗୁରୁ ସାମା ଭଟେ ଗ୍ରୁପ ପକ୍ଷରୁ କଥକ ନୃତ୍ୟ ପରିବେଷଣ ହୋଇ ଥିଲା। କୋଣାର୍କ ଉତ୍ସବ କୁ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ଉଦ୍ଘାଟନ କରିଥିଲେ। ଏଥିରେ ବୋହୁ କଳାପ୍ରେମୀ ଯୋଗ ଦେଇଥିଲେ। ତେବେ ଆସନ୍ତାକାଲି କୋଣାର୍କ ମୁକ୍ତା କାଶ ରଙ୍ଗ ମଞ୍ଚ ରେ ଇଣ୍ଡୋନେସିଆ ର ପ୍ରସିଦ୍ଧ ବାଲିନେସେ ନୃତ୍ୟ ପରିବେଷଣ ହେବ। ସେହିପରି ଅସନ୍ତା କାଲି ମଧ୍ୟ କୋଲକାତା ର ଅଲୋକ କାନୁନଗୋ ଗ୍ରୁପ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ ହେବ। ଆଜିର ଉତ୍ସଵ କୁ ମନଭରି ଉପଭୋଗ କରିଛନ୍ତି ଦର୍ଶକ । ଅସନ୍ତା 5 ତାରିଖ ଯାଏ ଚାଲିବ କୋଣାର୍କ ଉତ୍ସଵ

ବାଇଟ,, ଦର୍ଶକ
ବାଇଟ,, ଦର୍ଶକ
ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.