ETV Bharat / state

ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗ: ସିପିଆଇ-ଏମର ବିରୋଧ ପ୍ରଦର୍ଶନ

author img

By

Published : Aug 23, 2020, 4:24 PM IST

ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି । ପୁରୀ ଜିଲା ସିପିଆଇ-ଏମ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିରୋଧ କରିଛି ।

ସିପିଆଇ-ଏମର ବିରୋଧ ପ୍ରଦର୍ଶନ
ସିପିଆଇ-ଏମର ବିରୋଧ ପ୍ରଦର୍ଶନ

ପୁରୀ: ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି । ପୁରୀ ଜିଲା ସିପିଆଇ-ଏମ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିରୋଧ କରିଛି । ସଂଗଠନ ପକ୍ଷରୁ ରବିବାର ବଗଲା ଧର୍ମଶାଳା ଆଗରେ ଧାରଣା ଦିଆଯିବା ସମେତ ବିକ୍ଷୋଭ କରାଯାଇଛି ।

ସିପିଆଇ-ଏମର ବିରୋଧ ପ୍ରଦର୍ଶନ

ସଂଗଠନ ଦାବି କରିଛି ତୁରନ୍ତ ବଗଲା ଜମି ବିକ୍ରି ରାଜ୍ୟ ସରକାର ବାତିଲ କରନ୍ତୁ । ଏହାସହ ପୁରୀ ଜିଲାପାଳଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ସଂଗଠନ ଦାବି କରିଛି । ଭକ୍ତଙ୍କ ରହିବା ପାଇଁ ଉଦ୍ଦିଷ୍ଟ ଜମିକୁ ଭକ୍ତଙ୍କ ହିତରେ ଲଗାଇବା ପ୍ରତିବଦଳରେ ଲଜିଂ ମାଲିକଙ୍କୁ ବିକ୍ରି କରିବା ନିନ୍ଦନୀୟ ବୋଲି ସିପିଆଇ-ଏମ କହିଛି । ଏହି ବେଆଇନ କାର୍ଯ୍ୟକୁ ବନ୍ଦ କରିବା ସହ ବଗଲା ଧର୍ମଶାଳାର ପୁନରୁଦ୍ଧାର ଦାବି କରିଛି ସିପିଆଇ-ଏମ୍ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.