ETV Bharat / state

ଵ୍ରହ୍ମଗିରିରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସପିଟାଲ - ଵ୍ରହ୍ମଗିରିରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସପିଟାଲ

ବ୍ରହ୍ମଗିରି ବ୍ଲକର ମୋଟ ଠାରେ ଥିବା ବିଜୁ ପଟ୍ଟନାୟକ ଇଂଜିନିୟର କଲେଜରେ 100 ଶଯ୍ୟା ବିଶିଷ୍ଟ କୋଭିଡ୍ ଡାକ୍ତରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି । ଅଧିକ ପଢନ୍ତୁ...

covid19 hospital function in brahamgiri
ଵ୍ରହ୍ମଗିରିରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସପିଟାଲ
author img

By

Published : Apr 25, 2021, 2:13 PM IST

ଵ୍ରହ୍ମଗିରି: କାର୍ଯ୍ୟକ୍ଷମ ହେଲା କୋଭିଡ ହସପିଟାଲ । ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକର ମୋଟ ଠାରେ ଥିବା ବିଜୁ ପଟ୍ଟନାୟକ ଇଂଜିନିୟର କଲେଜରେ 100 ଶଯ୍ୟା ବିଶିଷ୍ଟ କୋଭିଡ୍ ଡାକ୍ତରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି।

covid19 hospital function in brahamgiri
ଵ୍ରହ୍ମଗିରିରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସପିଟାଲ

ପୁରୀ ଜିଲ୍ଲାରେ କୋରୋନା ପ୍ରକୋପ ତାର କାୟା ବିସ୍ତାର କରିବାରେ ଲାଗିଛି। କୋରୋନା ରୋଗୀଙ୍କ ସଂଖ୍ୟା ଵ୍ରହ୍ମଗିରିରେ ଦିନକୁ ଦିନ ବୃଦ୍ଧି ହେଉଛି। ଵ୍ରହ୍ମଗିରିର ପ୍ରବାସୀ ମାନେ ବିଭିନ୍ନ ରାଜ୍ୟରୁ ପ୍ରତିଦିନ ଫେରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରବିବାର କୋଭିଡ୍ ଡାକ୍ତରଖାନାକୁ କାର୍ଯ୍ୟକ୍ଷମ କରାଯାଇଛି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ବ୍ରହ୍ମଗିରି ମେଡ଼ିକାଲ ଅଫିସର ପ୍ରଣବ ପ୍ରକାଶ ପୂର୍ଣ ଏବଂ ବ୍ରହ୍ମଗିରି ଥାନା ଅଧିକାରୀ ମନୋଜ କୁମାର ଶତପଥି ଡାକ୍ତରଖାନା ପରିଦର୍ଶନ କରି ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.