ETV Bharat / state

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଖୋଲିଲା କୋଭିଡ କେୟାର ସେଣ୍ଟର

ପୁରୀ ଜିଲ୍ଲାରେ କୋଭିଡ କେୟାର ସେଣ୍ଟରର ଶୁଭାରମ୍ଭ । ଯୋଗ ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ପୁରୀରେ କୋଭିଡ କେୟାର ସେଣ୍ଟର ଶୁଭାରମ୍ଭ
ପୁରୀରେ କୋଭିଡ କେୟାର ସେଣ୍ଟର ଶୁଭାରମ୍ଭ
author img

By

Published : Apr 23, 2021, 12:12 PM IST

ପୁରୀ: ଜିଲ୍ଲାପାଳ ସମର୍ଥ ବର୍ମା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଥିବା କୋଭିଡ କେୟାର ସେଣ୍ଟରର ଶୁଭାରମ୍ଭ କରିବା ସହ ଆନୁସଙ୍ଗିକ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।

ପୁରୀରେ କୋଭିଡ କେୟାର ସେଣ୍ଟର ଶୁଭାରମ୍ଭ

ଏଠାରେ ୮୦ଟି ଶଯ୍ୟାର ବ୍ୟବସ୍ଥା ଥିବାବେଳେ ୫୦ଟି ଅକ୍ସିଜେନ୍ ସିଲିଣ୍ତର, ୪ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ସେହିଭଳି ସଂକ୍ରମିତ ରୋଗ ଚିକିତ୍ସାଳୟରେ ୧୩୦ଟି ଶଯ୍ୟା, ୧୫ଟି ଆଇସିୟୁ ଓ ୨୦୦ଟି ଅକ୍ସିଜେନ ସିଲିଣ୍ତର ରହିଛି ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ପିକେଡିଏ ସଚିବ ଲଲାଟେନ୍ଦୁ ସାହୁ, ହସ୍ପିଟାଲ ପରିଚାଳକ ଡା. ଦେବଦୁଲ୍ଲଭ ନାୟକ, ଡାକ୍ତର, ପାରାମେଡିକ୍ସ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.