ETV Bharat / state

ବାଲୁକାକଳା ମାଧ୍ୟମରେ କୋରୋନା ସଚେତନତା ବାର୍ତ୍ତା - ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କୋରୋନା ସଚେତନ ବାର୍ତ୍ତା

ବ୍ରିଟେନରେ ଯେଉଁଭଳି ପୁଣି କୋଭିଡ ଭୂତାଣୁ ନୂଆ ଧରଣର ସଂକ୍ରମଣ କରିଛି, ଭାରତରେ ମଧ୍ୟ ଅନୁରୂପ ପରିସ୍ଥିତି ଉପୁଜିପାରେ । ଏଥିପାଇଁ ସାରା ଦେଶବାସୀ ସତର୍କ ହେବା ଦରକାର । ଏନେଇ ଲୋକଙ୍କୁ ସଚେତନ ବାର୍ତ୍ତା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

ବାଲୁକା ଚିତ୍ର ମାଧ୍ୟମରେ କୋରୋନା ସଚେତନ ବାର୍ତ୍ତା

author img

By

Published : Jan 8, 2021, 10:50 PM IST

ପୁରୀ : ଦେଶରେ ଏବେ ବି କୋଭିଡ ସଂକ୍ରମଣ ଆଶଙ୍କା କମିନାହିଁ । ବ୍ରିଟେନରେ ଯେଉଁଭଳି ଭାବେ ପୁଣି କୋଭିଡ ଭୂତାଣୁର ନୂଆ ଧରଣର ସଂକ୍ରମଣ ଆରମ୍ଭ ହୋଇଛି, ଭାରତରେ ମଧ୍ୟ ଅନୁରୂପ ପରିସ୍ଥିତି ଉପୁଜିପାରେ । ଏଥିପାଇଁ ସାରା ଦେଶବାସୀ ସତର୍କ ହେବା ଦରକାର । ଏନେଇ ଲୋକଙ୍କୁ ସଚେତନ ବାର୍ତ୍ତା ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ବାଲୁକା ଚିତ୍ର ମାଧ୍ୟମରେ କୋରୋନା ସଚେତନ ବାର୍ତ୍ତା

ପୁରୀର ସ୍ୱର୍ଣ୍ଣାଭି ବେଳାଭୂମିରେ ଏହି ସଚେତନବାର୍ତ୍ତା ବହନ କରୁଥିବା ଏକ ସୁନ୍ଦର ବାଲୁକା ଚିତ୍ର ପ୍ରଦର୍ଶିତ ହୋଇଛି । ବାରମ୍ବାର ହାତ ଧୋଇବା, ସର୍ବଦା ମାସ୍କ ପନ୍ଧିବା ଏବଂ ପରସ୍ପର ଠାରୁ ସାମାଜିକ ଦୂରତା ବଜାୟ ରଖିବା ଭଳି 3 ସୁତ୍ରୀ ସଚେତନ ବାର୍ତ୍ତା ରହିଛି ଏହି ବାଲୁକା ଚିତ୍ର କଳାରେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.