ETV Bharat / state

ହାଇସ୍କୁଲ କଣ୍ଟ୍ରାକ୍‌ଚୁଆଲ ପରୀକ୍ଷା ଘୁଞ୍ଚାଇବାକୁ ପରୀକ୍ଷାର୍ଥୀଙ୍କ ଦାବି - ପରୀକ୍ଷାର୍ଥୀ

ବାତ୍ୟା ଫନିର ପ୍ରକୋପରେ ଏବେ ବି ସ୍ବାଭାବିକ ହୋଇପାରିନି ଜିଲ୍ଲାର ବିଜୁଳି ବ୍ୟବସ୍ଥା । ତେଣୁ ଆଗାମୀ ମେ 30 ଓ 31ରେ ହେବାକୁ ଥିବା ରାଜ୍ୟ ହାଇସ୍କୁଲ କଣ୍ଟ୍ରାକ୍‌ଚୁଆଲ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : May 20, 2019, 11:53 PM IST

ପୁରୀ: ବାତ୍ୟା ଫନିର ପ୍ରକୋପରେ ଏବେ ବି ସ୍ବାଭାବିକ ହୋଇପାରିନି ଜିଲ୍ଲାର ବିଜୁଳି ବ୍ୟବସ୍ଥା । ତେଣୁ ଆଗାମୀ ମେ 30 ଓ 31ରେ ହେବାକୁ ଥିବା ରାଜ୍ୟ ହାଇସ୍କୁଲ କଣ୍ଟ୍ରାକ୍‌ଚୁଆଲ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ପରୀକ୍ଷାରେ ପ୍ରଥମ ଥର ପାଇଁ କମ୍ପ୍ୟୁଟର ବେସ ଟେଷ୍ଟ(ସିବିଟି) ମାଧ୍ୟମରେ ପରୀକ୍ଷା କରାଯିବ । ହେଲେ ବିଜୁଳି ବ୍ୟବସ୍ଥା ସ୍ବାଭାବିକ ହୋଇ ନଥିବାରୁ ଏଥିରେ ପ୍ରାୟ 2000 ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହେବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଛନ୍ତି । ଜିଲ୍ଲାରେ ବିଦ୍ୟୁତ ସେବା ଅସ୍ବାଭାବିକ ଥିବାରୁ ପରୀକ୍ଷା ସମୟରେ ଇଣ୍ଟରନେଟ ସେବା ଉପଲବ୍ଧ ହେବା ସମ୍ଭବ ନୁହେଁ । ତେଣୁ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ ।

ସୂଚନା ଅନୁଯାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗକାରୀ ସଂଗ୍ରାମ ମାନସିଂହ, ଗୁରୁ ପ୍ରସାଦ ସାହୁ, ନମିତା ବିଶୋୟୀ, ପ୍ରତ୍ୟୁଷ ମହାନ୍ତି, ଅମରନାଥ ପଲାଇ, ଦିବ୍ୟଜ୍ୟୋତି ସାମନ୍ତରାୟ, କୃଷ୍ଣ ପୂଜାରୀ ଓ ପ୍ରଣତି ଜାଲି ପ୍ରମୁଖ ଉପସ୍ଥିତ ରହି ନିଜ ଦାବି ଶୁଣାଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Slug,, memorandum, avb, puri,20.5.19

Anc,, ହାଇସ୍କୁଲ କଣ୍ଟ୍ରାକଚ୍ଯୁଲ ପରୀକ୍ଷା ଘୁଞ୍ଚାଇବା ଲାଗି ଦାବି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଆଗାମୀ ମଇ 30 ଓ 31  ତାରିଖ ଦୁଇଦିନ ବ୍ଯାପି ରାଜ୍ଯରେ ହାଇସ୍କୁଲ କଣ୍ଟ୍ରାକଚ୍ଯୁଲ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ଥର ଲାଗି କମ୍ପ୍ୟୁଟର ବେସ ଟେଷ୍ଟ(ସିବିଟି) ମାଧ୍ଯମରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ତେବେ ପୁରୀ ଜିଲ୍ଲାର ପ୍ରାୟ 2ହଜାର ପରୀକ୍ଷାର୍ଥୀ ବଞ୍ଚିତ ହେବେ। କାରଣ ପୁରୀ ଜିଲ୍ଲା ରେ ବିଦ୍ଯୁତ ସେବା ବନ୍ଦ ରହିଛି । ଇଣ୍ଟରନେଟ୍ ସେବା ଉପଲବ୍ଧ ନାହିଁ । ଏଣୁ ଏହି ପରୀକ୍ଷା ଦେବା ସମ୍ଭବ ନୁହେଁ । ପରୀକ୍ଷା ତାରିଖ ଘୁଞ୍ଚାଇବା ଲାଗି ଆଜି ପୁରୀ ଜିଲାପାଳ ଙ୍କ ନିକଟରେ ଦାବି  କରିଥିଲେ ପରୀକ୍ଷାର୍ଥୀ। ଅଭିଯୋଗ କାରୀ ସଂଗ୍ରାମ ମାନସିଂହ,ଗୁରୁ ପ୍ରସାଦ ସାହୁ, ନମିତା ବିଶୋଇ, ପ୍ରତ୍ଯୁଷ ମହାନ୍ତି,ଅମରନାଥ  ପଲାଇ, ଦିବ୍ଯଜ୍ଯୋତି ସାମନ୍ତରାୟ, କୃଷ୍ଣ ପୂଜାରୀ, ପ୍ରଣତି ଜାଲି ପ୍ରମୁଖ ଦାବି କରିଛନ୍ତି । 

ବାଇଟ,, ପରୀକ୍ଷାର୍ଥୀ
ବାଇଟ,, ପରୀକ୍ଷାର୍ଥୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ avb ର ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.