ETV Bharat / state

ବାଲୁକା କଳାରେ ସିଏଏ ସଚେତନତା ବାର୍ତ୍ତା - puri sand art news

ସିଏଏକୁ ନେଇ ସଚେତନତା ବାର୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ । ଅଧିକ ପଢନ୍ତୁ...

d_CAA support sand art in puri
ବାଲୁକା କଳାରେ ସିଏଏ ସଚେତନତା ବାର୍ତ୍ତା
author img

By

Published : Jan 15, 2020, 10:43 PM IST

ପୁରୀ: ସିଏଏକୁ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ । ବାଲୁକା କଳା ମାଧ୍ୟମରେ ଦେଇଛନ୍ତି ସଚେତନତା ।

ବାଲୁକା କଳାରେ ସିଏଏ ସଚେତନତା ବାର୍ତ୍ତା

ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ଭାଗରେ ଆନ୍ଦୋଳନ ଜାରି ରହିଛି । ତେବେ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ସିଏଏ । ଏହାକୁ ବିରୋଧ କରିବା ପୂର୍ବରୁ ସଠିକ୍ ଆଇନ ବିଷୟରେ ତଥ୍ୟ ହାସଲ କରିବା ଉଚିତ୍ ବୋଲି ମାନସ ସାହୁ କହିଛନ୍ତି । ଲାଇଟ୍ ହାଉସ ବେଳାଭୂମିରେ ଏହି ବାଲୁକାକଳାକୁ ନିର୍ମାଣ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Caa କୁ ସଚେତନତା ବାର୍ତାBody:Caa ତଥା ନଗରିକତା ସଂଶୋଧନ ଆଇନ କୁ ନେଇ ସାରା ଦେଶରେ ଚର୍ଚ୍ଚା। ଏହାକୁ ନେଇ ଆନ୍ଦୋଳନ ମଧ୍ୟ ଚାଲିଛି। ତେବେ caa ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହାକୁ ବିରୋଧ ପୂର୍ବରୁ ସଠିକ ଆଇନ ବିଷୟ ରେ ତଥ୍ୟ ହାସଲ କରିବା ଉଚିତ। ପୁରୀ ରେ ବଲୁକା ଶିଳ୍ପୀ ମାନସ ସାହୁ ବାଲୁକାକଳା ରେ ଏହି ବାର୍ତା ଦେଇ ଛନ୍ତି। ଲାଇଟ ହାଉସ ବେଳାଭୂମି ରେ ଏହି ବାଲୁକାକଳା ଟିକୁ ତିଆରି କରିଛନ୍ତି

ବାଇଟ,, ମାନସ ସାହୁ, ବାଲୁକା ଶିଳ୍ପୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.