ETV Bharat / state

ବ୍ରାଉନ ସୁଗାର ବିକି ବନ୍ଧା ହେଲା ପୋଲିସ ପୁଅ - Brown sugar with college student

ଧଳା ଜହର କବଳରେ ଯୁବଗୋଷ୍ଠୀ ସମେତ କଲେଜ ଛାତ୍ର । ପୁରୀ ନିମାପଡାରୁ ବ୍ରାଉନ ସୁଗର ସହ କଲେଜ ଛାତ୍ର ଗିରଫ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ
author img

By

Published : Oct 15, 2019, 12:02 AM IST

ପୁରୀ: ବ୍ରାଉନ ସୁଗର କବଳରେ ରାଜ୍ୟର ଯୁବଗୋଷ୍ଠୀ । ଆଜି ବ୍ରାଉନ ସୁଗର ବେପାର କରୁଥିବା ଅଭିଯୋଗରେ ଜଣେ ଛାତ୍ରଙ୍କ ସହ 2ଜଣଙ୍କୁ ଗିରଫ କରିଛି ପୋଲିସ । ନିମାପଡା ଜୟଶ୍ରୀ ହଲ ଛକରୁ ଅବକାରୀ ବିଭାଗ ଚଢାଉ କରି ବ୍ରାଉନ ସୁଗାର ସହ ଗିରଫ କରିଛି । ଜବତ ହୋଇଥିବା 24 ଗ୍ରାମ ବ୍ରାଉନ ସୁଗାରର ବଜାର ମୁଲ୍ୟ 2 ଲକ୍ଷ 40 ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ହୋଇଥିବା 2ଜଣଙ୍କ ମଧ୍ୟରୁ ଜଣେ ଏସସିଏସ କଲେଜର ଛାତ୍ର ଶାନ୍ତନୁ କୁମାର ଦାସ ଓ ଅନ୍ୟ ଜଣେ ସତ୍ୟ ରଞ୍ଜନ ଦାଶ ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗିରଫ ହୋଇଥିବା କଲେଜ ଛାତ୍ର ଶାନ୍ତନୁଙ୍କ ବାପା ଓ ମା ପୁରୀ ପୋଲିସ ବିଭାଗରେ କାର୍ଯ୍ୟରତ ଅଛନ୍ତି । ଗିରଫ ହୋଇଥିବା ଦୁଇ ଜଣ ନିମାପଡାରେ ଦୀର୍ଘ ଦିନ ହେବ ବ୍ରାଉନ ସୁଗାର ବେପାର କରୁଥିଲେ ବୋଲି ଜଣାପଡିଛି । ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବ୍ରାଉନ ସୁଗାର ବେପାର କରୁଥିବା ଛାତ୍ର ଗିରଫBody:ନିମାପଡା ଜୟଶ୍ରୀ ହଲ ଛକ ରୁ ଏକ୍ସ ସାଇଜ ବିଭାଗ ଚଢ଼ାଉ କରି ବ୍ରାଉନ ସୁଗାର ଜବତ କରିଛି। 24 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇ ଥିବା ବେଳେ ଏହାର ମୂଲ୍ୟ ରହିଛି 2 ଲକ୍ଷ 40 ଟଙ୍କା ରହିଛି। ଏଥିରେ2 ଜଣ ଗିରଫ ହୋଇ ଛନ୍ତି। ଜଣେ ପୁରି scs କଲେଜ ର ଛାତ୍ର। ଯୁକ୍ତ ତିନି ର ପଦାର୍ଥ ବିଂଜ୍ଞାନ ର ଶେଷ ବର୍ଷ ଛାତ୍ର ଶାନ୍ତନୁ କୁମାର ଦାସ , ।ଅନ୍ୟ ଜଣେ ହେଉଛି ସତ୍ୟ ରଞ୍ଜନ ଦାଶ । ତେବେ ବଡ଼ କଥା ହେଉଛି ଗିରଫ ହୋଇ ଥିବା scs କଲେଜ ର ଛାତ୍ର ଶାନ୍ତନୁ ଙ୍କ ବାପା ଓ ମା ପୁରୀ ର ପୋଲିସ ବିଭାଗ ର asi ଅଛନ୍ତି। ଯାହାକି ବେଶ ଚର୍ଚ୍ଚାର ବିଷୟ ହୋଉଛି ।ଗିରଫ ହୋଇ ଥିବା ଦୁଇ ଜଣ ନିମାପଡା ରେ ଦୀର୍ଘ ଦିନ ହେବ ବ୍ରାଉନ ସୁଗାର ବେପାର କରୁଥିଲେ।ପୁରୀ ଜିଲାପାଳ ଙ୍କ ନିର୍ଦ୍ଦେଶ ରେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.