ETV Bharat / state

ବିଜୟା ଦଶମୀକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର - ବିଜୟା ଦଶମୀ ଉତ୍ସବ ମୁଖର ଶ୍ରୀକ୍ଷେତ୍ର

ପୂଜା ମଣ୍ଡପରେ ଜଗତ ଜନନୀ ମା' ଦୁର୍ଗାଙ୍କ ଆବାହନ ଚାଲିଛି । ଶ୍ରୀକ୍ଷେତ୍ର ମଧ୍ୟ ଉତ୍ସବ ମୁଖର ହୋଇଛି ।

ବିଜୟା ଦଶମୀକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର
author img

By

Published : Oct 8, 2019, 12:29 PM IST

ପୁରୀ: ଆଜି(ମଙ୍ଗଳବାର) ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ । ଆଜିର ଦିନରେ ମା' ଦୁର୍ଗା ମହିଷାସୁରକୁ ବଧ କରି ସାରା ଜଗତରେ ଶାନ୍ତି ଫେରାଇ ଆଣିଥିଲେ ।

ବିଜୟା ଦଶମୀକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର

ଏନେଇ ବିଭିନ୍ନ ପୂଜା ମଣ୍ଡପରେ ଜଗତ ଜନନୀ ମା' ଦୁର୍ଗାଙ୍କ ଆବାହନ ଚାଲିଛି । ଶ୍ରୀକ୍ଷେତ୍ର ମଧ୍ୟ ଉତ୍ସବ ମୁଖର ହୋଇଛି । ଶ୍ରଦ୍ଧାଳୁ ମାନେ ବିଭିନ୍ନ ପୂଜା ମଣ୍ଡପ ଯାଇ ମା' ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଲାଭ କରିଛନ୍ତି ।

ତେବେ ପୁରୀରେ ଆଜି(ମଙ୍ଗଳବାର) ବିଭିନ୍ନ ପୂଜା ମଣ୍ଡପରେ ମା' ଦୁର୍ଗାଙ୍କୁ ବିସର୍ଜନ କରାଯିବ । ବିସର୍ଜନ ପରେ ଆସନ୍ତାକାଲି ଭଷାଣ ଉତ୍ସବ ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବିଜୟା ଦଶମୀ କୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର

Body:ଆଜି ହେଉଛି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟ ର ବିଜୟ ର ଦିବସ। ଆଜିର ଦିନରେ ମା ଦୁର୍ଗା ମହିସାସୁର କୁ ବଧ କରି ସାରା ଜଗତରେ ଶାନ୍ତି ଫେରାଇ ଆଁଣି ଥିଲେ। ଏଥିପାଇଁ ବିଭୀ ନ ପୂଜା ମଣ୍ଡପରେ ଜଗତ ଜନନୀ ମା ଦୁର୍ଗା ଙ୍କ ଆବାହନ ଚାଲିଛି। ଶ୍ରୀକ୍ଷେତ୍ର ମଧ୍ୟ ଉତ୍ସବ ମୁଖର। ଶ୍ରଦ୍ଧାଳୁ ମାନେ ବିଭିନ୍ନ ପୂଜା ମଣ୍ଡପ ଯାଇ ମା ଦୁର୍ଗା ଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଲାଭ କରିଛନ୍ତି। ତେବେ ପୁରୀ ରେ ଆଜି ବିଭୀ ନ ପୂଜା ମଣ୍ଡପରେ ମା ଦୁର୍ଗା ଙ୍କୁ ବିସର୍ଜନ କରାଯିବ। ମନ୍ତ୍ର ରେ ଆଜି ବିସର୍ଜନ ପରେ ଆସନ୍ତାକାଲି ଭଷାଣ ଉତ୍ସବ ଅନୁଷ୍ଠିତ ହେବ।

ବାଇଟ,, ନରେଶ ଦାଶ,, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.