ETV Bharat / state

ବାହୁଡା ଯାତ୍ରା: ନୀଳକନ୍ଦର ଅଭିମୁଖେ ନୀଳାଦ୍ରିନାଥ

ବଡଦାଣ୍ଡରେ ଗଡିଛି କାଳିଆର ରଥ । ପ୍ରଥମେ ବଡ ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡିବା ପରେ ପଛେ ପଛେ ଗଡିଥିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । ଏହାପରେ ରଥାରୂଢ କାଳିଆ ଠାକୁରର ନନ୍ଦିଘୋଷ ଘୋର ଘର୍ଘର ନାଦ କରି ମାଡି ଚାଲିଛି ଶ୍ରୀମନ୍ଦିର ଅଭିମୁଖେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 1, 2020, 2:11 PM IST

ପୁରୀ: ନବଦିନ ବ୍ୟାପୀ ଗୁଣ୍ଡିଚା ଘରେ ରହଣି ସାରି ବଡ ଦେଉଳ ଅଭିମୁଖେ ଶ୍ରୀକ୍ଷେତ୍ର ସାଆନ୍ତି । ବଡଦାଣ୍ଡରେ ଗଡିଛି କାଳିଆର ରଥ । ପ୍ରଥମେ ବଡ ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡିବା ପରେ ପଛେ ପଛେ ଗଡିଥିଲା ଦେବୀ ସୁଭଦ୍ରା ଦେବଦଳନ ରଥ । ଏହାପରେ ରଥାରୂଢ କାଳିଆ ଠାକୁରର ନନ୍ଦିଘୋଷ ଘୋର ଘର୍ଘର ନାଦ କରି ମାଡି ଚାଲିଛି ଶ୍ରୀମନ୍ଦିର ଅଭିମୁଖେ ।

ବାହୁଡା ଯାତ୍ରା: ନୀଳକନ୍ଦର ଅଭିମୁଖେ ନୀଳାଦ୍ରିନାଥ

ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଟଣାହୋଇଥିଲ । ପୁରୀ ବଡ଼ଦାଣ୍ଡରେ ଗଡ଼ିଥିଲା 3 ରଥ, ତାଳଧ୍ବଜ ଓ ଦର୍ପଦଳନ ପରେ ଗଡ଼ିଲା ନନ୍ଦିଘୋଷ । ଘଣ୍ଟଘଣ୍ଟା ମାଡ ଓ ସୀମିତ ସେବାୟତଙ୍କ ମଧ୍ୟରେ ମାଡି ଚାଲିଥିଲା ନନ୍ଦିଘୋଷ ।

ଏଠାରେ ସୂଚନାଯୋଗ୍ୟ ଯେ, ବାହୁଡା ଯାତ୍ରା ନିମନ୍ତେ ସମଗ୍ର ସହରରେ କର୍ଫ୍ୟୁ ଲଗିଛି । ମଙ୍ଗଳବାର ରାତିରୁ ଗୁରୁବାର ରାତି 10ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ପୂର୍ବଭଳି ସେବାୟତ ରଥ ଟଣାରେ ନିୟୋଜିତ ରହିଛନ୍ତି । କଡା ସୁରକ୍ଷା ବଳୟରେ ସମଗ୍ର ସହର ରହିବ ।

ପୁରୀରୁ ଶକ୍ତିପ୍ରସାଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.