ETV Bharat / state

ଆସିଲା ମହାପ୍ରଭୁଙ୍କ ଆଜ୍ଞା ମାଳ, ରଥର ଅଖ ଓ ଚକ ଡେରା ନୀତି ସମ୍ପନ୍ନ - ପୁରୀ ଖବର

ଶୁକ୍ରବାର ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞା ମାଳ ଆସିବା ପରେ ତିନି ରଥର ଅଖ ଓ ଚକ ଡେରା ନୀତି ସମ୍ପନ୍ନ ହୋଇଛି । ତେବେ ଆଜ୍ଞା ମାଳର କଣ ରହିଛି ପରମ୍ପରା କହିଲେ ଜଗନ୍ନାଥ ସଂସ୍କୃତି ପ୍ରଚାରକ । ଅଧିକ ପଢ଼ନ୍ତୁ...

Akha chaka dera ritual completed, puri, lord jagannath's Agyan Mala, Agyan Mala, ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞା ମାଳ, ଜଗନ୍ନାଥ ସଂସ୍କୃତି ପ୍ରଚାରକ, ପୁରୀ ଖବର, ଜଗନ୍ନାଥ ମନ୍ଦିର
ଆସିଲା ମହାପ୍ରଭୁଙ୍କ ଆଜ୍ଞା ମାଳ, ରଥର ଅଖ ଓ ଚକ ଡେରା ନୀତି ସମ୍ପନ୍ନ
author img

By

Published : May 15, 2020, 5:59 PM IST

ପୁରୀ: କୋରୋନା କଟକଣା ସତ୍ତ୍ବେ ଭଉଁରୀ ତିଥିରେ ମହାପ୍ରଭୁଙ୍କ ଆଜ୍ଞା ମାଳ ଆସିବା ପରେ ତିନି ରଥର ଅଖ ଓ ଚକ ଡେରା ନୀତି ସମ୍ପନ୍ନ ହୋଇଛି । ମହାପ୍ରଭୁଙ୍କ ମନ୍ଦିର ବାହାରେ କୌଣସି ନୀତି କାର୍ଯ୍ୟ ଶୁଭାରମ୍ଭ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞା ମାଳ ଆସିବାର ପରମ୍ପରା ରହିଛି।

ଆସିଲା ମହାପ୍ରଭୁଙ୍କ ଆଜ୍ଞା ମାଳ, ରଥର ଅଖ ଓ ଚକ ଡେରା ନୀତି ସମ୍ପନ୍ନ

ପୂଜାପଣ୍ଡା ସାମନ୍ତ ମାନେ ଆଜ୍ଞା ମାଳ ଆଣିବା ବେଳେ ଘଣ୍ଟ, କାହାଳି, ଛତା ବ୍ୟବହାର ହୋଇଥାଏ। ରଥ ନିର୍ମାଣ ସମେତ ଅନେକ ପରମ୍ପରା ସମୟରେ ଏହି ଆଜ୍ଞା ମାଳ ଆସି ଥାଏ । ପରେ କାର୍ଯ୍ୟର ସୁଭାରମ୍ଭ ହୋଇଥାଏ। ଏହି ଆଜ୍ଞା ମାଳ ବିଭିନ୍ନ ସୁବାସିତ ଫୁଲ ସମେତ ତୁଳସୀ, ରଙ୍ଗଣୀ ଫୁଲରେ ତିଆରି ହୋଇଥାଏ। ତେବେ ଆଜ୍ଞା ମାଳ ପରମ୍ପରା କଣ ଓ ଏହା ପଛରେ କଣ ରହିଛି କାହାଣୀ ଏ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ରଞ୍ଜନ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.