ETV Bharat / state

ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ: ଖଜାପଟ୍ଟିରୁ ଉଠୁଛି ଦୋକାନ

author img

By

Published : Sep 5, 2019, 10:52 AM IST

ରବିବାରଠୁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ଥିବାବେଳେ ପୁରୀ ଜିଲ୍ଲା ପ୍ରଶାସନ ପୁଣି ଆଜିଠୁ ଉଚ୍ଛେଦ ଅଭିଯାନ ଜୋରଦାର କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ରବିବାରଠୁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ଥିବାବେଳେ ପୁରୀ ଜିଲ୍ଲା ପ୍ରଶାସନ ପୁଣି ଉଚ୍ଛେଦ ଅଭିଯାନ ଜୋରଦାର କରିଛି । ଆଜି ସକାଳୁ ଶ୍ରୀମନ୍ଦିର ନିକଟରେ ଥିବା ଖଜାପଟ୍ଟିରେ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି ।

ତେବେ ସୂଚନାନୁଯାୟୀ, ଏଠାରେ ଏକାଧିକ ପ୍ରସିଦ୍ଧ ଖଜା ଦୋକାନ ରହିଥିଲା । ପ୍ରଶାସନର ଉଚ୍ଛେଦ ନୋଟିସ ପରେ ଦୁଇ ଦିନ ପୂର୍ବରୁ ଦୋକାନୀ ଜାଗା ଛାଡିଛନ୍ତି । ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନରେ ଥିବା ସମସ୍ତ କୋଠା ବାଡ଼ି ଉଚ୍ଛେଦ ହେବ ବୋଲି ପୂର୍ବରୁ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଦେଇଛି । ଏବେ ସୁଦ୍ଧା, ଲଙ୍ଗୁଳି ମଠ, ଏମାର ମଠ ଆଦି ଉଚ୍ଛେଦ ହୋଇସାରିଥିବାବେଳେ ବଡ ଆଖଡା ମଠ ଉଚ୍ଛେଦ ନେଇ ବିବାଦ ଲାଗି ରହିଛି । ପାର୍ବଣର ମାହୋଲ ଥିବା ହେତୁ ରବିବାରଠୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଖଜା ପଟି ରେ ଉଛେଦ ଅଭିଯାନ Body:ଗୋଟିଏ ଦିନ ଉଛେଦ ପ୍ରକ୍ରିୟା ବନ୍ଦ ପରେ ପୁରୀ ଜିଲ୍ଲା ପ୍ରଶାସନ ଉଛେଦ ଅଭିଯାନ ଜୋରଦାର କରିଛି। ଆଜି ସକାଳୁ ଶ୍ରୀମନ୍ଦିର ନିକଟରେ ଥିବା ଖଜାପଟୀ ରେ ଚାଲିଚି ଉଛେଦ। ଏଠାରେ ଏକାଧିକ ଖଜା ଦୋକାନ ଥିଲା। ପ୍ରଶାସନ ର ଉଛେଦ ନୋଟିସ ପରେ ଦୁଇ ଦିନ ପୂର୍ବରୁ ଦୋକାନୀ ଜାଗା ଛାଡି ଛନ୍ତି। ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତ ରେ ଏହି ଉଛେଦ କାର୍ଯ୍ୟ ଚାଲିଛି।ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଯୋନ ରେ ଥିବା ସମସ୍ତ କୋଠା ବାଡ଼ି ଉଛେଦ ହେବ ବୋଲୀ ପୂର୍ବରୁ ଜିଲା ପ୍ରଶାସନ ସ୍ପଷ୍ଟ କାରିଦେଇଛି।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.